Browsing Tag

patnagarh mla

ଓକିଲ ନଆସିବାରୁ ନିଜ ପାଇଁ ନିଜେ ଲଢ଼ିଲେ ବିଧାୟକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଆଡିସନାଲ୍‌ ଡିଷ୍ଟ୍ରିକ୍ଟ ଆଣ୍ଡ୍‌ ସେସନ୍ସ କୋର୍ଟରେ ଆଜି ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ ଆବେଦନର ଶୁଣାଣି ହେବାକୁ ଥିଲା । ମାତ୍ର ଓକିଲଙ୍କ ଆନ୍ଦୋଳନ ଚାଲିଥିବାରୁ କୌଣସି ଓକିଲ କୋର୍ଟକୁ ଆସିନଥିଲେ । ତେଣୁ ବିଧାୟକ ନିଜ ପାଇଁ ନିଜେ ଯୁକ୍ତି…