Browsing Tag

Patkura election postpone

ମେ ୧୯ରେ ହେବନି ପାଟକୁରା ନିର୍ବାଚନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଣି ଘୁଞ୍ଚିଲା ପାଟକୁରା ନିର୍ବାଚନ । ୬୦ ଦିନ ପର୍ଯ୍ୟନ୍ତ ଘୁଞ୍ଚିଲା ପାଟକୁରା ବିଧାନସଭା ନିର୍ବାଚନ । ବାତ୍ୟା ‘ଫୋନି’ ଯୋଗୁଁ ନିର୍ବାଚନ ଘୁଞ୍ଚାଇ ଦିଆଯାଇଛି । ବାତ୍ୟା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗ୍ରସ୍ତ କରି ନିର୍ବାଚନ ଘୁଞ୍ଚାଇବାକୁ…