Browsing Tag

Patkura

ପାଟକୁରା ନିର୍ବାଚନ ପାଇଁ ବିଜେଡି ସଂଯୋଜକ ନିଯୁକ୍ତ କଲା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ନିର୍ବାଚନ ପାଇଁ ଆଉ ମାତ୍ର କେଇଟା ଦିନ ବାକି ରହିଲା । ତେଣୁ ବିଜେଡି ଓ ବିଜେପି ଏହି ଆସନକୁ ନିଜ ଅକ୍ତିଆର କରିବାକୁ ପୁରା ଦମ ଲଗାଇ ଦେଇଛନ୍ତି । ଅସନ୍ତୁଷ୍ଟ ନେତାଙ୍କୁ ମନାଇବାକୁ ବିଭିନ୍ନ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଉଛି । ସେହିପରି ବିଜେଡି ଆଜି…

ବିଜୟଙ୍କ ରୋଡ଼ ଶୋରେ ସାମିଲ ହେଲେ ଅପରାଜିତା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ବିଧାନସଭା ଅସନ ପାଇଁ ନିର୍ବାଚନ ତାରିଖ ସ୍ପଷ୍ଟ ହୋଇ ନ ଥିବା ବେଳେ ଉଷ୍ମ ହୋଇଛି ରାଜନୈତିକ ମାହୋଲ । ପହିଲି ରଜ ଅବସରରେ ଡେରାବିଶ ବ୍ଲକ ୧୪ ନଂ ଜୋନ୍‌ର ଚାନ୍ଦୋଳ ବଜାରଠାରୁ ଭାଜପାର ଏକ ବିଶାଳ ରୋଡ୍‌ ଶୋ ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାଜପା…

ସ୍ତ୍ରୀକୁ ନିର୍ମମ ହତ୍ୟା ପରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ସ୍ୱାମୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୁରାଢ଼ିରେ ସ୍ତ୍ରୀକୁ ହତ୍ୟା କରିବା ପରେ ରକ୍ତ ଭିଜା କୁରାଢ଼ି ସହ ଥାନାରେ ଆତ୍ମସମର୍ପଣ କରିଛି ସ୍ବାମୀ । ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅରଖକୁଦ ଗ୍ରାମରେ । ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଅରଖକୁଦ…

ପୁଣି ବଦଳିବ ପାଟକୁରା ନିର୍ବାଚନ ତାରିଖ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ବିଧାନସଭା ଆସନ ପାଇଁ ଆସନ୍ତା ୧୯ ତାରିଖରେ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଫନୀ ଯୋଗୁ ନିର୍ବାଚନକୁ ୬୦ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । କିନ୍ତୁ ମେ ୨୩ ପୂର୍ବରୁ ନିର୍ବାଚନ ଶେଷ କରିବାକୁ ବିଜେପି ଦାବି କରିଥିବା ବେଳେ ଫନୀ ଯୋଗୁ…

ବେଦୁଙ୍କ ପ୍ରତି ନ୍ୟାୟ କରାଯାଇନି: ବିଜୟ । ହତଭାଗା ବିଜୟଙ୍କୁ ନେଇ ଚର୍ଚ୍ଚା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ପ୍ରାଥୀ ତଥା ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରୱାଲଙ୍କ ବିୟୋଗରେ ତାଙ୍କ ପ୍ରତିଦ୍ବନ୍ଦୀ ବଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଶୋକ ପ୍ରକାଶ କରି କହିଛନ୍ତି, ' ବେଦୁଙ୍କ ପରଲୋକରେ ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ' ।…

ଦୋସ୍ତି ନିଭାଇଲେ ଦିଲ୍ଲୀପ, ବିଜୟଙ୍କ ପ୍ରଚାର ପାଇଁ ପହଞ୍ଚିଲେ ପାଟକୁରାରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବା ବେଳେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚଳାଇଛନ୍ତି ସବୁ ଦଳର ପ୍ରାର୍ଥୀ । ପାଟକୁରା ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର ସମର୍ଥକଙ୍କ ସହ…

ସମର୍ଥକଙ୍କ ଅଭିଯୋଗ, ପଦ୍ମ ଧରିବା ପରେ ପୁରୁଣା ସଂଗଠନ ଭୁଲିଛନ୍ତି ବିଜୟ ମହାପାତ୍ର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେପିରୁ ଇସ୍ତଫା ଦେବା ପରେ ୪ମାସ ବରିଷ୍ଠ ନେତା ବିଜୟ ମହାପାତ୍ର କୌଣସି ଦଳରେ ସାମିଲ ହୋଇ ନଥିଲେ । ମାତ୍ର ସେତେବେଳେ ମଧ୍ୟ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ବିଜୟଙ୍କର ସମର୍ଥକଙ୍କ ସଂଖ୍ୟା କମି ନଥିଲା । ତେବେ ଗତ କିଛି ଦିନ ତଳେ ପୁଣି ଥରେ ପଦ୍ମ ଧରିବା ପରେ…

ବିଚିତ୍ର ନବୀନଙ୍କ ରାଜନୀତି

ଓଡ଼ିଶା ଫାଷ୍ଟ (ବିଜୟ ସାହୁ): ବଡ଼ ବିଚିତ୍ର ନବୀନ ପଟ୍ଟନାୟକ ଙ୍କ ରାଜନୀତି । ୨୦୦୦ ରେ ବିଜୟ ମହାପାତ୍ରଙ୍କୁ କାଟିବାକୁ ଅତନୁ ମହାଶୟ ପ୍ରଜାତନ୍ତ୍ର ଛାଡି ପାଟକୁରା ରେ ପଶିଗଲେ । ଅବଶ୍ୟ ପାଟକୁରା ବାସୀ ଗ୍ରହଣ କଲେନି ଓ ହରେଇ ଦେଲେ । କିନ୍ତୁ ବିଜୟ ମହାପାତ୍ର ତ୍ରିଲୋଚନ ଙ୍କୁ ବହୁ ଭୋଟରେ…