ଷ୍ଟ୍ରେଚରରେ ବଜାର ବୁଲୁଛି ରୋଗୀ !
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଷ୍ଟ୍ରେଚରରେ ବଜାର ବୁଲୁଛି ରୋଗୀ । ଏଭଳି ଅଭାବନୀୟ ଘଟଣା ଢେଙ୍କାନାଳର ମୁଖ୍ୟ ଚିକିତ୍ସାଳୟ ନିକଟରେ ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏକ ସପ୍ତାହ ପୂର୍ବରୁ ଚିକିତ୍ସା ଅବହେଳାରୁ ଆଉଟଡୋର ସମ୍ମୁଖରେ ଜଣେ…