ମୋଦିଙ୍କ ଗଡରେ ହାତ ଧରିଲେ ହାର୍ଦ୍ଦିକ ପଟେଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ସାରା ଦେଶରେ ରାଜନୈତିକ ମାହୋଲ ବେଶ୍ ସରଗରମ ରହିଛି । ଇତ୍ୟବସରରେ ଭାଜପାକୁ ସବୁବେଳେ ସମାଲୋଚନା କରୁଥିବା ହାର୍ଦ୍ଦିକ ପଟେଲ ଆଜି ବିଦ୍ଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେଇଛନ୍ତି । ଦୀର୍ଘ ୫୮ ବର୍ଷ ପରେ ମୋଦିଙ୍କ ଗଡ଼…