ସାପ ବିଷରୁ ବଞ୍ଚାଇଲା ମୋଜା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍କୁଲ କୁ ଯିବାପାଇଁ ଜୋତା ପିନ୍ଧିବା ସମୟରେ କାମୁଡ଼ିଲା ସାପ । ଏଭଳି ଅଭାବନୀୟ ଘଟଣା ଭୁବନେଶ୍ୱର ର ପଟିଆ ଅଞ୍ଚଳ ରେ ଘଟିଯାଇଛି ।
ସୂଚନା ଅନୁଯାୟୀ, ଭୁବନେଶ୍ୱର ପଟିଆ ଅଞ୍ଚଳର ବୁଲୁ ରଞ୍ଜନ ରାଉତ ଙ୍କ ୭ ବର୍ଷର ପୁଅ ରିଷଭ ସବୁଦିନ ପରି ସ୍କୁଲ ଯିବାକୁ…