ତ୍ୱଚାରେ ଚକମ ଆଣିବ ଆଳୁ
ଚେହେରାରେ ଚମକ ଆଣିବା ଲାଗି ସାଧାରଣତଃ ମହିଳାମାନେ ନାନା ପ୍ରକାର କ୍ରିମ ଓ ମେଡିସିନ ବ୍ୟବହାର କରୁଛନ୍ତି । ହେଲେ ସେଗୁଡିକ ରାସାୟନିକ ପଦାର୍ଥରେ ପ୍ରସ୍ତୁତ ହୋଇଥିବାରୁ ବେଳେ ବେଳେ ତ୍ୱଚା ପାଇଁ କ୍ଷତିକାରକ ସାଜିଥାଏ । ହେଲେ ପ୍ରାକୃତିକ ଉପାୟରେ ନିଜେ ଘରେ ମେଡିସିନ ପ୍ରସ୍ତୁତ କରି ନିଜର…