ଶ୍ରୀମନ୍ଦିର ପ୍ରତି ବିପଦ ନାହିଁ – ବିକ୍ରମ କେଶରୀ ଆରୁଖ
ଭୁବନେଶ୍ବର: ଶ୍ରୀମନ୍ଦିର ପ୍ରସଙ୍ଗରେ ବିଧାନସଭାରେ ବିବୃତ୍ତି ଦେଲେ ରାଜ୍ୟ ସରକାର। ବାଚସ୍ପତିଙ୍କ ରୁଲିଂ କ୍ରମେ ବିବୃତ୍ତି ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଏହାପୂର୍ବରୁ ଶ୍ରୀମନ୍ଦିର ପ୍ରକଳ୍ପ ନେଇ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା। ସମସ୍ତେ ମିଳିମିଶି…