ପିଲାଙ୍କଠାରୁ ନକରାତ୍ମକ ଚିନ୍ତାଧାରାକୁ ଦୂରେଇ ରଖିବା ପାଇଁ ପିତାମାତା ଆପଣାନ୍ତୁ ଏହି ଉପାୟ
ପିଲାଙ୍କୁ ଭଲ ମନ୍ଦ ମଧ୍ୟରେ ଫରକ ବୁଝାନ୍ତୁ: ବେଳେବେଳେ ପିଲାଙ୍କୁ ନକାରାତ୍ମକ ଓ ସକାରାତ୍ମକ ମଧ୍ୟରେ ଥିବା ଫରକ ଜଣା ପଡ଼େନାହିଁ। ଏହାଦ୍ୱାରା ପିଲା ନକାରାତ୍ମକ ଚିନ୍ତାଧାରା ଆଡ଼କୁ ଆକର୍ଷିତ ହୁଅନ୍ତି। ଏମିତିରେ ପିଲାକୁ ଭଲ ମନ୍ଦ ବିଷୟରେ ବୁଝାନ୍ତୁ। ପିଲାକୁ ପଜିଟିଭ୍ ଏନର୍ଜି ପ୍ରତି…