Browsing Tag

parcel boom

ବଲାଙ୍ଗିର ଜେଲ ଗଲେ ପୁଞ୍ଜିଲାଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କୁ ଆଜି ପାଟଣାଗଡ ସବଜେଲରୁ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରଯାଇଛି । ସୂଚନା ଅନୁଯାୟୀ, କିଛିଦିନ ତଳେ ପୁଞ୍ଜିଲାଲ କିଛି କଏଦୀଙ୍କ ସହ ମିଶି ଜେଲରୁ ଖସି ଯିବାକୁ ଷଡଯନ୍ତ୍ର କରି…

ପାଟଣାଗଡ ପାର୍ସଲ ବୋମା ଉପରେ ଆଧାରିତ ଫିଲ୍ମ ର ରିଲିଜ୍ ହେଲା ପ୍ରଥମ ଟିଜର୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲୋମହର୍ଷଣକାରୀ ପାଟଣାଗଡ ପାର୍ସଲ ବୋମା ଘଟଣାକୁ ନେଇ ପ୍ରସ୍ତୁତ ହୋଇଥିବା ଓଲିଉଡ୍ କ୍ରାଇମ୍ ଥ୍ରୀଲର୍ ଫିଲ୍ମ ‘ପାଟନାଗଡ୍’ ର ପ୍ରଥମ ଟିଜର୍ ଏବେ ରିଲିଜ୍ ହୋଇଛି । ଫିଲ୍ମଟି ଓଡ଼ିଆ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ । ରେଂଜ୍ ରୟାଲ୍ ସିନେ ପ୍ରଡକ୍ସନ୍ ଦ୍ୱାରା…