ଜେଲରେ ଖେଳ କରୁଛି ପୁଞ୍ଜିଲାଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହୃଦୟ ଥରାଇ ଦେଇଥିବା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ନିଜର କୁକର୍ମ ପାଇଁ ଜେଲ ଦଣ୍ଡ ଭୋଗିବା ପରେ ମଧ୍ୟ ନିଜ ପ୍ରକୃତି ଛାଡିପାରୁନାହିଁ । ପାଟଣାଗଡ଼ ଜେଲ୍ରେ ଥିବା ୭ ଜଣ ଡକାୟତଙ୍କୁ ଜେଲ୍ରୁ ଚମ୍ପଟ ମାରିବାକୁ…