୩୨୫ ଏମ୍ଜି ରୁ ଅଧିକ ଡୋଜ୍ର ପାରାସେଟାମଲ୍ ମାରାତ୍ମକ, ନେଇଯାଇପାରେ ଜୀବନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣତଃ ଜର ଓ ବିନ୍ଧା ହେଲେ ଆମେ କମ୍ବିନେଟେଡ ପାରାସେଟାମଲ ଖାଇଥାଉ । ତେବେ ଏହା ଶରୀର ପାଇଁ କେତେ ସୁରକ୍ଷିତ କେବେ ବି ଆମେ ଚିନ୍ତା କରିନଥାଉ । ଗବେଷକଙ୍କ ଅନୁସାରେ ୩୨୫ ମିଲିଗ୍ରାମ ରୁ ଅଧିକ ଡୋଜ୍ର କମ୍ବିନେଟେଡ ପାରାସେଟାମଲ (କମ୍ବିନେଟେଡ ଅର୍ଥ- ଯେଉଁଥିରେ…