ହିନ୍ଦୁ ଧର୍ମରେ କାହିଁକି ହାତରେ କଡ଼ା ପିନ୍ଧିବାର ମାନ୍ୟତା ରହିଛି
ଆମେ ପ୍ରାୟତଃ ଅଧିକାଂଶ ହିନ୍ଦୁ ମନ୍ଦିରରେ ବିଭିନ୍ନ ଧାତୁରେ କଡା ପୂଜା ହେଉ ଥିବାର ଦେଖିବାକୁ ପାଇଥାଉ l ଶାସ୍ତ୍ରର ମାନ୍ୟତା ଅନୁସାରେ ମନ୍ଦିରରେ କଡା ପୂଜା କରି ଧାରଣ କରିବା ଦ୍ୱାରା ଅନେକ ଗ୍ରହ ରିଷ୍ଟ ଖଣ୍ଡନ ହୋଇଥାଏ l ସୁନା,ରୁପା,ତମ୍ବା,ବ୍ୟତୀତ ପାରଦ ର ଧାତୁ କଡା ମଧ୍ୟ ଧାରଣ କରିବାକୁ…