ଦ୍ଵିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ
ଦ୍ଵିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମନ । ଡକ୍ଟର ଗୁରପ୍ରୀତ୍ କୋର୍ଙ୍କୁ ନିଜ ଜୀବନ ସାଥି ଭାବେ ବାଛିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ। ଦୁହିଁଙ୍କ ବିବାହ ସମସ୍ତ ରୀତିନୀତିରେ ସମ୍ପର୍ଣ୍ଣ ହୋଇଛି । ମନଙ୍କ ନିଜ ଚଣ୍ଡିଗଡସ୍ଥିତ ବାସଭବନରେ ବିବାହ…