Browsing Tag

panjab

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲା ଗୁଳି କରି ହତ୍ୟା କରାଯାଇଛି । ଦୁବୃତମାନେ ତାଙ୍କୁ ଅତିନିକଟରୁ ଗୁଳି କରିଥିଲେ । ଏପରିକି ତାଙ୍କ କାରରେ ନିଆଁ ଲଗାଇ ଦେଇଥିଲେ । ଗୁଳି ବିନିମୟରେ ମୁସେୱାଲାଙ୍କ ସମେତ ଅନ୍ୟ ତିନିଜଣଙ୍କୁ ମଧ୍ୟ ଗୁଳି ଲାଗିଛି । ସମସ୍ତ…

୧୫ ସେକେଣ୍ଡରେ ୬୦ ଜୀବନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଜାବ ଅମୃତସର ନିକଟର ଟ୍ରେନ ମାଡିଯାଇ ୬୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ସେହିପରି ୪୦ ରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ବିଭିନ୍ନ ସରକାରୀ ଏବଂ ବେସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଡାକ୍ତର ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି…