Browsing Tag

Panchyat election

ରେକର୍ଡ କଲା ବିଜେଡି, ମାଟି କାମୁଡ଼ିଲେ ବିରୋଧୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନରେ ବିଜେଡିର ବୃହତ୍ତ ବିଜୟ ଦେଖି ମାଟି କାମୁଡ଼ିଲେ ବିରୋଧୀ । ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ୮୨୯ ଜୋନ୍‌ ମଧ୍ୟରୁ ୭୪୩ଟି ଜୋନରେ ବିଜେଡି ବାଜିମାତ୍‌ କରିଛି । ବିଜେପି ଖାତାକୁ ମାତ୍ର ୪୨ ଆସନ ଆସିଥିବାବେଳେ ୩୭ଟି ଜୋନ ହାତେଇଛି…

ବିଜେଡି କର୍ମୀଙ୍କୁ ହତ୍ୟା, ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେଡି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକ ଧାମନଗରରେ ବିଜେଡି କର୍ମୀଙ୍କୁ ହତ୍ୟା ଅଭିଯୋଗରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେଡ଼ିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି । ହତ୍ୟାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ…

ନିର୍ବାଚନ ବେଳେ ବୋମାମାଡ ଓ ମାରପିଟ୍ : ୨୦ରୁ ଅଧିକ ଆହତ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆଜି ପଞ୍ଚ।ୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ ମତଦାନ। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମତଦାନ ହୋଇଛି। ତେବେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅଲଣ୍ଡା ଗାଁରେ ନିର୍ବାଚନ ବେଳେ ବୋମାମାଡ ଓ ମାରପିଟ୍ । ଏଥିରେ ୨୦ରୁ ଅଧିକ ଆହତ ହୋଇଛନ୍ତି ।…

ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ସାମ୍ବାଦିକଙ୍କୁ ଆକ୍ରମଣକରି ଭାଙ୍ଗିଦେଲେ କ୍ୟାମେରା । ପଞ୍ଚାୟତ ନିର୍ବାଚନ ଖବର ବେଳେ ଘଟିଛି ଏଭଳି ଅଭାବନୀୟ ପରିସ୍ଥିତି । ସୂଚନାଯୋଗ୍ୟ, ପୁରୀ ଜିଲ୍ଲା କଣାସରେ ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ ହୋଇଛି । ପଞ୍ଚାୟତ ନିର୍ବାଚନ ଖବର କଭ୍‌ରେଜ ବେଳେ…

କାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୩୦ ଜିଲ୍ଲାର ୨ ଶହ ଜିଲ୍ଲା ପରିଷଦ ଜୋନରେ ହେବ ଭୋଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ୩୦ ଜିଲ୍ଲାର ୨ ଶହ ଜିଲ୍ଲା ପରିଷଦ ଜୋନ୍ ଓ ୧୬୬୯ ପଞ୍ଚାୟତରେ ଭୋଟଗ୍ରହଣ କରାଯିବ । ଏଥିପାଇଁ ୨୨ ହଜାର ୩୭୯ ବୁଥ ଖୋଲିଛି । ବୁଧବାର ସକାଳ ୭ରୁ ଦିନ ୧ ପର୍ଯ୍ୟନ୍ତ ମତଦାନ ହେବ । ଏହାକୁ…

You cannot copy content of this page