Browsing Tag

#panchayata problem

ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ବିଜେଡି ଓ ବିଜେପିର ଧାରଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ଉଭୟ ଉଭୟଙ୍କୁ ଦୋଷାରୋପ କରି ଧାରଣାରେ ବସିଛନ୍ତି ଦୁଇ ଦଳର ନେତା ଓ କର୍ମୀ । ହତ୍ୟାକାଣ୍ଡ ପଛରେ ବିଜେପିର ହାତ ଥିବା ଅଭିଯୋଗ କରିଛି ବିଜେଡି । ସେପଟେ…

ବିଜେଡି କର୍ମୀଙ୍କୁ ହତ୍ୟା, ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେଡି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକ ଧାମନଗରରେ ବିଜେଡି କର୍ମୀଙ୍କୁ ହତ୍ୟା ଅଭିଯୋଗରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେଡ଼ିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି । ହତ୍ୟାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ…

କଟକ ଜିଲ୍ଲା ଅନନ୍ତପୁର ଗ୍ରାମରେ ବୁଥ୍ ରିଂଗିଂ ଅଭିଯୋଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଙ୍ଗଳବାର ଦିନ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ କଟକ ଜିଲ୍ଲାର ଆଠଗଡ ବ୍ଲକ ଅନ୍ତର୍ଗତ ଅନନ୍ତପୁର ଗ୍ରାମରେ କିଛି ପ୍ରାର୍ଥୀଙ୍କ ପୋଲିଂ ଏଜେଣ୍ଟମାନେ ବୁଥ୍ ରିଂଗିଂ ଅଭିଯୋଗ ଆଣିଛନ୍ତି। ଭୋଟ୍ ଅବାଧରେ ଜାରି ରହିଥିବାବେଳେ ମତଦାନ ଏଜେଣ୍ଟମାନଙ୍କୁ ବୁଥ୍…

ବିଜେଡି କର୍ମୀଙ୍କୁ ପିଟି ପିଟି ମାରିଦେଲେ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭଦ୍ରକରେ ରାଜନୈତିକ ଆକ୍ରୋଶରୁ ଜଣେ ବିଜେଡି କର୍ମୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ବିଜେପି କର୍ମୀ । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରୁ । ଧାମନଗର ଥାନା ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଅଞ୍ଚଳରେ ରାଜନୈତିକ ଆକ୍ରୋଶ ଯୋଗୁଁ ଜଣେ…

ସମ୍ବାଦିକ ଆକ୍ରମଣକାରୀଙ୍କୁ କଠୋର ଦଣ୍ଡ ମିଳୁ, ବିଜେଡ଼ି

ଭୁବନେଶ୍ୱର ଓଡ଼ିଶା ଫାଷ୍ଟ (ବ୍ୟୁରୋ)ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ ସାମ୍ବାଦିକମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଆମେ ତୀବ୍ର ନିନ୍ଦା କରୁଛୁ । ଗଣମାଧ୍ୟମରୁ ଆମେ ଜାଣିବାକୁ ପାଇଲୁ ଯେ ଏହି ଆକ୍ରମଣକାରୀମାନଙ୍କ ବିରୋଧରେ ପୁଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।…

ଗ୍ରାମ ଗୋଟିଏ ଗ୍ରାମବାସୀ ଅଧା-ଅଧା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗ୍ରାମ ଗୋଟିଏ । କିନ୍ତୁ ଭୋଟ ବେଳେ ଗ୍ରାମବାସୀଙ୍କୁ ଅଧା-ଅଧା ହେବାକୁ ପଡୁଛି । କଥାଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଗଞ୍ଜାମ ଜିଲାର ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଳକର କେତେକ ଗ୍ରାମରେ ଏଭଳି ବିଚିତ୍ର ବ୍ୟବସ୍ଥା କେବଳ ନିର୍ବାଚନ ବେଳେ ପରିଲକ୍ଷିତ ହେଉଛି ।…

ଗୋପୀନାଥପୁର ପଞ୍ଚାୟତବାସୀ ଖୋଜୁଛନ୍ତି ଯୋଗ୍ୟ ପ୍ରାର୍ଥୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗୋପୀନାଥପୁର ୨୦୧୭ ମସିହାରେ ନୂତନ ପଞ୍ଚାୟତର ମାନ୍ୟତା ପାଇଥିଲା । ବଳଙ୍ଗା ପଞ୍ଚାୟତ ବିଭାଜନରୁ ଗୋପୀନାଥପୁର ପଞ୍ଚାୟତ ସୃଷ୍ଟି ହୋଇଥିଲା । ଏହି ପଞ୍ଚାୟତରେ ପ୍ରଥମ ସରପଞ୍ଚ ପଦ ଅନୁସୂଚିତ ଜାତି ସଂରକ୍ଷଣ ଆଧାରରେ ଜୟନ୍ତୀ ବେହେରା ସରପଞ୍ଚ ନିର୍ବାଚିତ ହୋଇଥିଲେ।…

ଗଡ଼ସାହି ପଞ୍ଚାୟତରେ ପ୍ରାର୍ଥୀଙ୍କୁ ଗାଁ ମନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଇ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି କଣାସ ବ୍ଲକ ଅନ୍ତର୍ଗତ ଗଡ଼ସାହି ଗ୍ରାମ ପଞ୍ଚାୟତରେ । ତେଣୁ ଗ୍ରାମବାସୀମାନେ ଉଭୟ ପ୍ରାର୍ଥୀଙ୍କୁ ଗାଁ କୁ ଆସିବାକୁ ମନା କରିଥିଲେ । ସୂଚନା ଅନୁଯାୟୀ, ଆସନ୍ତା ୧୬ ତାରିଖ…

ପୋଲ ନାହିଁ ତ ଭୋଟ୍ ନାହିଁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର ଧରୁଛି । ଦଳୀୟ ନେତା ଓ କର୍ମୀ ଖୁବ ଜୋସ ର ସହିତ ନିଜ ନିଜ ପ୍ରାର୍ଥୀ ଜିତିବା ପାଇଁ ପୁରା ଦମ ଲଗାଇ ଦେଇଛନ୍ତି । ଏହି ସମୟରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଦେବାନବାହାଳୀ ପଞ୍ଚାୟତ ଶିରିଆପାଳ ଗ୍ରାମବାସୀ ଭୋଟ୍…

ପୋଷ୍ଟର ଲଗାଇ ଭୋଟ ବର୍ଜନ ଚେତାବନୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଯେତେ ନିକଟତ୍ତର ହେଉଛି ନିଜ ଅଞ୍ଚଳ ଅସୁବିଧାକୁ ସରକାରଙ୍କ ସମ୍ମୁଖକୁ ଆଣିବାକୁ ଅନେକ ଗ୍ରାମବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଉଛନ୍ତି । ଉକ୍ତ ଗ୍ରାମବାସୀ ମାନେ ନିଜ ଅଞ୍ଚଳ ଅସୁବିଧା ନେଇ ସ୍ଥାନୀୟ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି…