Browsing Tag

#panchayata election

ଭୋଟ ଦେବାକୁ ଅପେକ୍ଷାରତ୍ତ ମହିଳାଙ୍କ ମୃତ୍ୟୁ

ନୀଳଗିରି, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବାଲେଶ୍ବର ଜିଲ୍ଲାର ନୀଳଗିରି ବ୍ଲକ ଅନ୍ତର୍ଗତ ବରହମପୁର ଗ୍ରାମପଞ୍ଚାୟତର ଚତୁର୍ଥ ପର୍ଯ୍ୟାୟରେ ଏକ ମତଦାନ କେନ୍ଦ୍ରରେ ଜଣେ ବୃଦ୍ଧ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ସରସ୍ୱତୀ ବାରିକ, ଯାହାର ବୟସ ପ୍ରାୟ ୭୦ ବର୍ଷ । ନିଳଗିରି ବ୍ଲକ ଅନ୍ତର୍ଗତ…

୨୭ ଜିଲ୍ଲାର ୧୬୩ ଜିଲ୍ଲା ପରିଷଦ ଜୋନରେ ଭୋଟିଂ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଆଜି ରାଜ୍ୟରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ୨୭ ଜିଲ୍ଲାର ୬୪ ବ୍ଲକରେ ୧୬୩ ଜିଲ୍ଲା ପରିଷଦ ଜୋନରେ ହେଉଛି ମତଦାନ । ସେହିପରି ‌୧୨୫୪ ପଞ୍ଚାୟତ ଓ ୧୭୮୯ ଓ୍ବାର୍ଡରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ମୋଟ…

ଆଜି ସରିବ ପ୍ରଚାର

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଆଉ ଦିନକ ପରେ ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟରେ ନେତା ବାଛିବ ଗାଁ । ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର । ପ୍ରଶାସନିକ…

ବିଜେଡି କର୍ମୀଙ୍କୁ ପିଟି ପିଟି ମାରିଦେଲେ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଭଦ୍ରକରେ ରାଜନୈତିକ ଆକ୍ରୋଶରୁ ଜଣେ ବିଜେଡି କର୍ମୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ବିଜେପି କର୍ମୀ । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରୁ । ଧାମନଗର ଥାନା ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଅଞ୍ଚଳରେ ରାଜନୈତିକ ଆକ୍ରୋଶ ଯୋଗୁଁ ଜଣେ…

ସମ୍ବାଦିକ ଆକ୍ରମଣକାରୀଙ୍କୁ କଠୋର ଦଣ୍ଡ ମିଳୁ, ବିଜେଡ଼ି

ଭୁବନେଶ୍ୱର ଓଡ଼ିଶା ଫାଷ୍ଟ (ବ୍ୟୁରୋ)ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ ସାମ୍ବାଦିକମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଆମେ ତୀବ୍ର ନିନ୍ଦା କରୁଛୁ । ଗଣମାଧ୍ୟମରୁ ଆମେ ଜାଣିବାକୁ ପାଇଲୁ ଯେ ଏହି ଆକ୍ରମଣକାରୀମାନଙ୍କ ବିରୋଧରେ ପୁଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।…

ହିଂସା ଓ ଅଶାନ୍ତ ବାତାବରଣ ସୃଷ୍ଟିକାରୀ ହେଉଛି ବିଜେଡି,ଅଭିଯୋଗ କଲା ବିଜେପି

ଭୁବନେଶ୍ୱର,ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟିଂ ସରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ, ରିଗିଂ ଭଳି ବହୁ ସମସ୍ୟା ସାମ୍ନାକୁ ଆସିଛି । ଭୋଟିଂ ବେଳର ଅଧିକ ଗୁଣ୍ଡାଗର୍ଦ୍ଦି ସହ ହିଂସାକାଣ୍ଡ ଘଟିଥିବା ତିନୋଟି ଜିଲ୍ଲା ହେଉଛି;…

ପୋଲିସକୁ କୁରୁଛତ୍ର ମାଡ଼ ଜୀବନ ରକ୍ଷା ପାଇଁ ବନ୍ଧୁକ ଦେଖାଇଲା ପୋଲିସ,ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ୱର ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାଜପୁର,କେନ୍ଦ୍ରାପଡା ଓ ନୟାଗଡ ଜିଲ୍ଲା ସମେତ ଅନେକ ସ୍ତନରେ ପଞ୍ଚାୟତ ନିର୍ବାଚନରେ ​​ତୃତୀୟ ପର୍ଯ୍ୟାୟରେ ହିଂସାକାଣ୍ଡ ଗହଟିଥିବା ଦେଖିବାକୁ ମିଳିଛି । ଯେଉଁଠାରେ ଭୋଟ୍ ସମୟରେ ଡ୍ୟୁଟି ପୋଲିସ୍ କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ବିଜେଡି ପ୍ରାର୍ଥୀଙ୍କୁ ଆକ୍ରମଣ କଲେ ବିଜେଡି ଅସନ୍ତୁଷ୍ଟ ଆଶାୟୀ !!

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମାହୋଲ ଏବେ ପୁରା ସରଗରମ । ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରୁଥିବା ପ୍ରାର୍ଥୀ ଜିତିବାକୁ ପୁରା ଦମ ଲଗାଇଦେଇଛନ୍ତି । ଏମିତିକି ନିଜ ଦବଦବା ଜାହିର କରିବାକୁ ହିଂସାକାଣ୍ଡ ଘଟାଇବାକୁ ମଧ୍ୟ ପଛାଉ ନାହାନ୍ତି । ରାଜ୍ୟରେ ତିନି…

ବିଜେପି ବାଣ୍ଟୁଛି ଟଙ୍କା ଦାବି କଲା ବିଜେଡ଼ି

ଭୁବନେଶ୍ୱର,ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଣମାଧ୍ୟମରେ ସ୍ପଷ୍ଟ ଏହା ଦେଖାଯାଉଛି ଯେ ଦେବଗଡ଼ରେ ଏକ କାରରୁ ପୋଲିସ କିପରି ୩ ଲକ୍ଷ ଟଙ୍କା ଜବତ କରୁଛି ଏବଂ ଦେବଗଡ଼ର ବିଜେପି ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଏହି ସନ୍ଦେହଜନକ ୩ ଲକ୍ଷ ଟଙ୍କା ବିଜେପିର ନିର୍ବାଚନୀ ଅର୍ଥ ବୋଲି ଦାବି କରୁଛନ୍ତି…

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଧିକାରୀଙ୍କୁ ପ୍ରଚାରରେ ବ୍ୟବହାର କରୁଛି ବିଜେଡି:ବିଜେପି ମହିଳା ମୋର୍ଚ୍ଚା ସ୍ମୃତି…

ଭୁବନେଶ୍ୱର,(ରିପୋଟର୍ସ ପେନ୍‌): ଶାସକ ବିଜେଡିକୁ ପରାଜୟର ଭୟ ଘାରିଥିବାରୁ ମିଶନ ଶକ୍ତି ନାଁରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପଂଚାୟତ ନିର୍ବାଚନ କାର୍ଯ୍ୟରେ ବିଜେଡି ବ୍ୟବହାର କରୁଛି ବୋଲି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।…