Browsing Tag

#panchayata election

ଇତିହାସ ରଚିଲା ବିଜେଡ଼ି, ସୃଷ୍ଟି କଲା ନୂତନ ରେକର୍ଡ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂତନ ରେକର୍ଡ ସୃଷ୍ଟି କଲା ବିଜେଡ଼ି । ଯାହା ଆକଳନ କରାଯାଉଥିଲା ତାହା ସତ ହେଲା । ନିଜର ପୁରୁଣା ରେକର୍ଡ ଭାଙ୍ଗିଲା ବିଜେଡ଼ି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ୮୫୧ ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୭୬୦ ରୁ ଅଧିକ ଆସନ ଅକ୍ତିଆର କରିବାକୁ ଯାଉଛି । ସାରା…

ପୋଛି ନେଲା ବିଜେଡ଼ି, ବିଜେପି ହତାଶ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆରମ୍ଭ ହେଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି । ଆଜି ମୋଟ ୩୧୫ ଜୋନର ଗଣତି ଶେଷସୁଦ୍ଧା ବିଜେଡ଼ି ୨୭୮ ଆସନରେ, ବିଜେପି ୧୮ଟି, କଂଗ୍ରେସ ୧୬ଟି ଏବଂ ଅନ୍ୟ ୪ଟି ଆସନରେ ଆଗରେ ରହିଛି । ସୂଚନା ଅନୁଯାୟୀ, ପ୍ରଥମ ଦିନର ୩୧୫ ଜିଲ୍ଲା ପରିଷଦ ଜୋନ ପାଇଁ…

ଆଜିଠୁ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି । ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଚଳିତ ବର୍ଷ ସେଣ୍ଟ୍ରାଲ କାଉଣ୍ଟିଂ ହେବ। ତେବେ ୩୧୩ ବ୍ଲକରେ ପ୍ରତିଦିନ ଗୋଟିଏ ଜୋନ୍ ର ଭୋଟ ଗଣତି ହେବାକୁ ଥିବା ବେଳେ, ଭଣ୍ଡାରୀପୋଖରୀ…

ନିଜ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ପ୍ରେସମିଟ୍ କରୁଛନ୍ତି ରାଜ୍ୟ ବିଜେପି ସଭାପତି : ସୁଲତା ଦେବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚାୟତ ଫଳାଫଳକୁ ନେଇ ଭୟରେ ବିଜେପି। ଆସନ୍ତାକାଲି ଭୋଟ ଗଣତିରେ ହାର ହେବାକୁ ଯାଉଛି। ବିଜେପି ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି କେବଳ ଆଇ ମାଆ କାହାଣୀ ଗପିଲେ । ସେ ହୁଏ ତ ନିଜ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ବୋଧେ ସାମ୍ବାଦିକ ସମିଳନୀ…

ଶାସକ ଦଳକୁ ଜିତାଇବାର ଗଳାବାଟ ତିଆରି କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ: ସମୀର ମହାନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ କମିଶନ ପକ୍ଷଭୁକ୍ତ ହୋଇ ଶାସକ ଦଳକୁ ଜିତାଇବାର ଗଳାବାଟ ତିଆରିକରିଛନ୍ତି ଏବଂ ଧାର୍ଯ୍ୟ ପଂଚାୟତ ମାନୁଆଲର ଗାଇଡଲାଇନକୁ ପଛରେ ପକାଇ ମନଇଚ୍ଛା ନୂଆ ନିୟମ ତିଆରି କରୁଛନ୍ତି ରାଜ୍ୟନିର୍ବାଚନ ଆୟୋଗ । ଯାହାକି ପଂଚାୟତ ଆଇନକୁ ସଂପୂର୍ଣ୍ଣ ବିରୁଦ୍ଧାଚରଣ କରୁଛି…

ଘୋଷଣା ହେଲା ମହାନଗର ନିଗମ ନିର୍ବାଚନ ତାରିଖ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘୋଷଣା ହେଲା ପୌର ନିର୍ବାଚନ ପାଇଁ ତାରିଖ । ରାଜ୍ୟର ତିନି ମହାନଗର ନିଗମ ସହ ୧୦୬ଟି ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଘୋଷଣା କରିଛନ୍ତି। ମାର୍ଚ୍ଚ ୨୪ ତାରିଖରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ଫେବ୍ରୁଆରୀ…

ଅନେକ ବର୍ଷ ପରେ ସ୍ୱାଭିମାନ ଅଞ୍ଚଳରେ ହେଲା ମତଦାନ ସାବ୍ୟସ୍ତ

ଭୁବନେଶ୍ୱର ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜ୍ୟର ୨୫ ଟି ଜିଲ୍ଲାରେ ସକାଳ ୭ ଟାରୁ ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଛି । ରାଜ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟାଳୟର ସୂତ୍ରରୁ ପ୍ରକଶ ଯେ ୪୮ ଟି ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମୋଟ ୪୧,୮୮,୩୮୨ ଭୋଟର…

ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ଆଗରେ ବିଜେଡି ଓ ବିଜେପିର ଧାରଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ଉଭୟ ଉଭୟଙ୍କୁ ଦୋଷାରୋପ କରି ଧାରଣାରେ ବସିଛନ୍ତି ଦୁଇ ଦଳର ନେତା ଓ କର୍ମୀ । ହତ୍ୟାକାଣ୍ଡ ପଛରେ ବିଜେପିର ହାତ ଥିବା ଅଭିଯୋଗ କରିଛି ବିଜେଡି । ସେପଟେ…

ବିଜେଡି କର୍ମୀଙ୍କୁ ହତ୍ୟା, ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଲା ବିଜେଡି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକ ଧାମନଗରରେ ବିଜେଡି କର୍ମୀଙ୍କୁ ହତ୍ୟା ଅଭିଯୋଗରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେଡ଼ିର ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛି । ହତ୍ୟାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ…

ପରାଜୟ ଭୟରେ ରକ୍ତମୁଖା ବିଜେପି; ବିଜେଡି କର୍ମୀଙ୍କୁ ଆକ୍ରମଣ ଅଭିଯୋଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପରାଜୟ ଭୟରେ ରକ୍ତମୁଖା ବିଜେପି। ଭଦ୍ରକରେ ପୁଣି ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ଚାନ୍ଦବାଲି ବ୍ଲକ ତେନ୍ତୁଳିଡ଼ିହ ପଞ୍ଚାୟତରେ ନିର୍ବାଚନ ସରିବା ପରେ ମଧ୍ୟ ହିଂସା ଥମିବାର ନାଁ ଧରୁନି। ଗତକାଲି ବିଳମ୍ବିତ ରାତିରେ ତେନ୍ତୁଳିଡ଼ିହ…