ପଞ୍ଚଭୂତରେ ଲୀନ ହେଲେ ୱିଙ୍ଗ କମାଣ୍ଡର ପୃଥ୍ବୀ ସିଂହ ଚୌହାନ: ଶହୀଦ ପିତାଙ୍କୁ ମୁଖାଗ୍ନି ଦେଲେ ନାବାଳକ ପୁଅ-ଝିଅ
ଲକ୍ଷ୍ନୌ ୧୧/୧୨ : ଭାରତ ମାତା କି ଜୟ…ଜବ ତକ ସୁରଜ ଚାନ୍ଦ ରହେଗା, ପୃଥ୍ବୀ ତୁମ୍ହାରା ନାମ ରହେଗା…ପୃଥ୍ବୀ ସିଂହ ଅମର ରହେଁ…ଏହି ଜୟଗାନ ସହ ୱିଙ୍ଗ କମାଣ୍ଡର ପୃଥ୍ବୀ ସିଂହ ଚୌହାନଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ଶନିବାର ଅପରାହ୍ନ ପ୍ରାୟ ଅଢେଇଟା ସମୟରେ ତାଜଗଞ୍ଜ ମୋକ୍ଷଧାମରେ ରାଜକୀୟ…