Browsing Tag

Pakistani singer Rahat Fateh Ali Khan arrested

ପାକିସ୍ତାନୀ ଗାୟକ ରାହତ ଫତେହ ଅଲି ଖାନ ଗିରଫ

ପାକିସ୍ତାନୀ ଗାୟକ ରାହତ ଫତେହ ଅଲି ଖାନଙ୍କୁ ଦୁବାଇ ବିମାନବନ୍ଦରରେ ଗିରଫ କଲା ପୋଲିସ । ତାଙ୍କ ପୂର୍ବତନ ମ୍ୟାନେଜର ସଲମାନ ଅହମ୍ମଦ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛିନ୍ତି । ତେବେ ଗାୟକ ଏକ କନସର୍ଟରେ ଯୋଗ ଦେବା ପାଇଁ ଦୁବାଇ ଗସ୍ତରେ ଯାଇଥିବା ସମୟରେ ତାଙ୍କୁ ଗିରଫ କରାଯାଇଛି ।…