ପାକିସ୍ତାନ ମିଛର ପ୍ରମାଣ ଦେଲେ ୩ ସେନାଧିକାରୀ, କହିଲେ କୌଣସିବି କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ପ୍ରସ୍ତୁତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ଆକ୍ରମଣ ସମ୍ପର୍କରେ ମିଛ କହୁଥିବା ଭାରତର ୩ ବାହିନୀର ସେନାଧିକାରୀ ମିଳିତ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ପାକିସ୍ତାନ ମିଛ କହୁଥିବା ୩ ସେନାଧିକାରୀ ପ୍ରମାଣ ସହ ଦେଶବାସୀଙ୍କୁ ଜଣାଇଛନ୍ତି ।…