Browsing Tag

Pakistan

ପାକିସ୍ତାନ ଏଫ-୧୬କୁ ମାରି ଖସାଇଥିବା ଅଭିନନ୍ଦନଙ୍କୁ ପ୍ରମୋଶନ, IAFରେ ମିଳିଲା ଏହି ଦାୟିତ୍ଵ

ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମିଳିଲା ପଦନ୍ନୋତି। ଏବେ ତାଙ୍କୁ ଗ୍ରୁପ କ୍ୟାପଟେନ୍‌ ପଦରେ ନିଯୁକ୍ତି ଦିଆଯାଇଛି। ପାକିସ୍ତାନୀ ଲଢୁଆ ବିମାନ ଜେଟ୍ ଏଫ-୧୬ ସହିତ ଆକାଶରେ ଲଢେଇ କରିଥିବା ଅଭିନନ୍ଦନଙ୍କୁ ପୂର୍ରବୁ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଛି।…

୨୦ ବର୍ଷ ପରେ ପାକିସ୍ତାନରୁ ଫେରୁଛନ୍ତି ଓଡ଼ିଆ ପୁଅ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୀଘ ର୍୨୫ ବର୍ଷ ପୂର୍ବେ ଘରୁ ଚାଲିଯାଇଥିବା ବିରଜୁ ଗାଁକୁ ଫେରିବ। ଏଇ ୨୫ ବର୍ଷ ଭିତରେ ଦୁନିଆ ବଦଳିଯାଇଛି ତା’ପାଇଁ। ପୁଅ ଫେରିବା ବାଟକୁ ଚାହିଁଚାହିଁ ଆରପାରିକୁ ଚାଲିଯାଇଛନ୍ତି ତାଙ୍କ ବାପା, ମାଆ। ଏବେ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ଗ୍ରାମବାସୀ।…

ପାକିସ୍ତାନର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହେବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆତଙ୍କୀ ସଂଗଠନକୁ ଆର୍ଥିକ ସହାୟତା ପ୍ରଦାନ ଅଭିଯୋଗରେ ଥରେ କଳାତାଲିକାଭୁକ୍ତ ହୋଇଗଲେ, ପାକିସ୍ତାନର ଅର୍ଥନୀତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯିବ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ ସ୍ୱୀକାର କରିଛନ୍ତି। ଏକ ଘରୋଇ ଚାନେଲକୁ ସାକ୍ଷାତକାର ଦେଇ ଇମ୍ରାନ…

ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏନଏବି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କୁ ଗିରଫ କରିଛି । ଜର୍ଦ୍ଦାରୀ ଓ ତାଙ୍କ ଭଉଣୀ ଫରୟାଲ ତାଲପୁରଙ୍କ ମିଥ୍ୟା ବ୍ୟାଙ୍କ ଆକାଉଣ୍ଟ ମାମଲାରେ ଇସଲାମାବାଦ ହାଇକୋର୍ଟ ସେମାନଙ୍କ ଅନ୍ତରୀଣ ଜାମିନ ଅବଧିକୁ ବଢାଇବାକୁ ମନା କରିବା ସହ…

୧୨୧ ଆତଙ୍କବାଦୀଙ୍କୁ ଗିରଫ କଲା ପାକିସ୍ତାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚାରିଆଡ଼ୁ ଚାପ ବଢ଼ିବା ପରେ ପାକିସ୍ତାନ ସରକାର ଗୁରୁବାର ୧୨୧ ଆତଙ୍କବାଦୀଙ୍କୁ ଗିରଫ କରିବା ସହ ୧୮୨ ମଦ୍ରାସାର ନିୟନ୍ତ୍ରଣ ହାତକୁ ନେଇଛନ୍ତି । ଗତ ୧୪ ତାରିଖରେ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମାଠାରେ ଜୈଶ୍‌-ଇ-ମହମ୍ମଦର ବିସ୍ଫୋରଣ ପରେ ଏହି ଘଟଣାରେ ପାକିସ୍ତାନକୁ…

ବାଲାକୋଟରେ ଏୟାର ଷ୍ଟ୍ରାଇକ୍: କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ପରେ ଜୋର ଧରିଲା ରାଜନୀତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ବାୟୁସେନା ପିଓକେର ବାଲାକୋଟରେ ଥିବା ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ପ୍ରଶିକ୍ଷଣ ଶିବିର ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୩୦୦ରୁ ୩୫୦ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା ବୋଲି ସେତେବେଳେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତେବେ…

ମୁଣ୍ଡ ନୁଆଁଇଲା ପାକିସ୍ତାନ, କଲି ଭାରତ ଫେରିବେ ଅଭିନନ୍ଦନ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତୀୟ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ଗିରଫ କରି ଫସିଯାଇଛି ପାକିସ୍ତାନ । ସମଗ୍ର ବିଶ୍ବରୁ ଚାପ ପଡିବା ପରେ ନରମିଲା ପାକିସ୍ତାନ । ଆଜି ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଆସନ୍ତାକାଲି ଭାରତୀୟ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମୁକ୍ତ…

ଫୁଲଓ୍ବାମା ପ୍ରତିଶୋଧ, ପିଓକେରେ ବୋମା ମାଡ଼ କଲା ଇଣ୍ଡିଆନ ଏଆରଫୋର୍ସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଲଓ୍ବାମା ଆତଙ୍କବାଦୀ ହାମଲାର ପ୍ରତିଶୋଧ ନେଇଛି ଭାରତ । ମଙ୍ଗଳବାର ଭୋରରୁ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ୧୦୦୦ କେଜି ଓଜନର ବୋମା ପକାଯାଇଛି । ବାୟୁସେନାର ୧୨ ମିରାଜ୍‌-୨୦୦୦ ଯୁଦ୍ଧବିମାନ ନିୟନ୍ତ୍ରଣ ରେଖା ଅତିକ୍ରମ କରି…

ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ମୋଦି!

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାକିସ୍ତାନ ସାଧାରଣ ର୍ନିବାଚନରେ ଇମ୍ରାନ ଖାଁଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନଶାଫ(ପିଟିଆଇ) ସବୁଠାରୁ ବଡ ଦଳ ଭାବେ ବିବେଚିତ ହୋଇଥିଲା । ଫଳରେ ପିଟିଆଇ ମୁଖ୍ୟ ଇମ୍ରାନ ଖାନ ଆସନ୍ତା ୧୧ ତାରିଖରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି । ଏହି ଶପଥ…

ପାକିସ୍ତାନରେ ପ୍ରଥମ ଥର ଜଣେ ଖେଳାଳି ଗଢିଲେ ସରକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାକିସ୍ତାନ ନିର୍ବାଚନର ଫଳାଫଳ ଆସିବା ପରେ ପୂର୍ବତନ କ୍ରିକେଟର ଇମରାନ ଖାଁଙ୍କ ଦଳ ତହରିକ-ଇ-ଇନସାଫ (ପିଟିଆଇ)ସବୁଠାରୁ ବଡ ଦଳ ଭାବେ ସାମ୍ନାକୁ ଆସିଛି। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ମୁମ୍ବାଇ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ହାଫିଜ ସୟିଦଙ୍କ ଦଳର କୌଣସି ଜଣେ ହେଲେ…