ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ମନରେଗାରେ ଶ୍ରମିକଙ୍କ ମଜୁରୀ 286 ଟଙ୍କାକୁ ବୃଦ୍ଧି, 200 ଦିନର ମିଳିବ କର୍ମନିଯୁକ୍ତି
ଓଡିଶା ଫାଷ୍ଟ (ବ୍ୟୁରୋ) : ବାହାରକୁ କାମ କରିବାକୁ ଯାଉଥିବା ଶ୍ରମିକ ତଥା ମୂଲିଆଙ୍କୁ ଚିହ୍ନଟ କରି ସେମାନଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇବାକୁ ଏକ ବିଶେଷ ପ୍ୟାକେଜ୍ ଘୋଷଣା କରିଛନ୍ତି। 11 ଟି ଜିଲ୍ଲା ପାଇଁ ସ୍ଵତନ୍ତ୍ର ପ୍ୟାକେଜ ଘୋଷଣା ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା…