ଖାଇବା ଥାଳି ରେ କାହିଁକି ରଖା ଯାଏ ନାହିଁ ୩ଟି ରୁଟି ?
ଆପଣ ସର୍ବଦା ଦେଖିଥିବେ ଖାଇବା ସମୟରେ ଆମେ ଆମ ଥାଳିରେ ୧ ବା ୨ ଟା ରୁଟି ରଖିଥାଉ । କିନ୍ତୁ ଥାଳିରେ ଏକା ସାଥିରେ ୩ଟି ରୁଟି ରଖିବା ଅଶୁଭ ମାନା ଯାଇଥାଏ । ଭୁଲ ରେ ବି କେବେ ବି କାହା ଥାଳି ରେ ୩ଟି ରୁଟି ରଖନ୍ତୁ ନାହିଁ । ଯଦି କେବେ କାହାକୁ ୩ଟି ରୁଟି ଦେବାକୁ ପଡେ ତେବେ ତୃତୀୟ ରୁଟି…