Browsing Tag

our missing in river flooding

ନଦୀରେ ଭାସି ଜଣେ ମୃତ ୪ ନିଖୋଜ

ଯାଜପୁର : ଆଜି ହୋଲି ଖେଳି ଗାଧୋଇବା ସମୟରେ ଖରସ୍ରୋତା ନଦୀରେ ଭାସି ଜଣେ ମୃତ ୪ ନିଖୋଜ, ଆଉ ଜଣେ ଗୁରୁତ୍ତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ଯାଜପୁର ଜିଲ୍ଲାର ବଡ଼ସୁଆର ନିକଟ ମଙ୍ଗଳା ଘାଟିରେ ଭାସି ଯାଇଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ ଶରିର ଉଦ୍ଧାର…