ସକାଳୁ ସକାଳୁ ଉଠିବା କ୍ଷଣି ଭୁଲରେ କରନ୍ତୁ ନାହିଁ ଏହି କାମ, ନହେଲେ ପଡିପାରନ୍ତି ଅସୁବିଧାରେ
ଶାସ୍ତ୍ର ଅନୁଯାୟୀ ଦିନର ଆରମ୍ଭ ଶୁଭ କାମ ସହ କରିବା ଉଚିତ୍ । ମନାଯାଏ ଯେ ସକାଳେ ଉଠିବା ପରେ ଯଦି ଭଲ କାମ କରାଯାଏ, ତେବେ ମନ ଓ ମସ୍ତିସ୍କ ଉପରେ ସକରାତ୍ମକ ପ୍ରଭାବ ପଡ଼ିଥାଏ । ଯେଉଁଥିପାଇଁ ପୁରା ଦିନ ଆପଣଙ୍କୁ କାମ କରିବା ପାଇଁ ପ୍ରଚୁର ଶକ୍ତି ମିଳିଥାଏ । ତେଣୁ ସକାଳୁ ଉଠି ଏପରି ଭୁଲ…