ଓଏସଏସସି ପ୍ରଶ୍ନପତ୍ର ଲିକ ମାମଲା; ଘଟଣାର ତଦନ୍ତ ଚାଲିଛି,ଖୁବଶୀଘ୍ର ବନ୍ଧା ହେବ ମାଷ୍ଟର ମାଇଣ୍ଡ
ଖୁବଶୀଘ୍ର ଓଏସଏସସି ପ୍ରଶ୍ନପତ୍ର ଲିକର ଫିଟିବ ଗୁମର । ଏହା କହିଛନ୍ତି ବାଲେଶ୍ୱର ଏସପି ସାଗରିକା ନାଥ । ସେ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ଚାଲିଛି । ତିନୋଟି ଏଥିରେ ନିୟୋଜିତ ଅଛନ୍ତି । ରାଜ୍ୟ ବାହାରର ମାଷ୍ଟର ମାଇଣ୍ଡଙ୍କ ପାଖରେ ପହଞ୍ଚି ପାରିଛି ପୋଲିସ ।…