ଖାଦ୍ୟରେ ଏହିସବୁ ଜିନିଷକୁ କରନ୍ତୁ ନାହିଁ ସାମିଲ, ନହେଲେ ବଢ଼ିଯିବ ଆପଣଙ୍କ କୋଲେଷ୍ଟେରଲ
ଲିଭର ଜମୁଥିବା ମହମ ଭଳି ପଦାର୍ଥକୁ କୋଲେଷ୍ଟେରଲ କୁହାଯାଏ । ଗୋଟେ ସୁସ୍ଥ ଶରୀର ପାଇଁ କୋଲେଷ୍ଟେରଲର ଆବଶ୍ୟକତା ପଡିଥାଏ । କୋଷିକା ମାନଙ୍କ ତିଆରିରେ କୋଲେଷ୍ଟରଲ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭେଇଥାଏ । ନର୍ବସ ସେଲକୁ ପ୍ରୋଟେକ୍ଟ କରିବା, ଭିଟାମିନ ସୃଷ୍ଟି କରିବା ତଥା ହର୍ମୋନ ଗଠନରେ ଏହି…