Browsing Tag

Onion Truck

ଦୁର୍ଘଟଣା: ଟ୍ରକ- ଅଟୋ ମୁହାଁମୁହିଁ, ୨ ମୃତ ଓ ୩ ଗୁରୁତର

ଅନୁଗୁଳ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଅନୁଗୁଳ ଜିଲ୍ଲା ଜରପଡାର ୫୫ ନମ୍ବର ଜାତୀୟ ରାଜପଥର ମରାତୀରା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଟ୍ରକ ସହିତ ଅଟୋ ମୁହାଁମୁହିଁ ଭାବେ ଧକ୍କା ହୋଇଛି । ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଅଟୋଟି…