ଟମାଟୋ ପରେ କନ୍ଦାଇବ ପିଆଜ
ଇତିମଧ୍ୟରେ ଭାରତୀୟଙ୍କ କିଚେନ୍ ବଜେଟ୍ ବଢ଼ିଯାଇଛି । ସରକାରୀ ଆକଳନ ଅନୁସାରେ, ବର୍ଷକରେ ଡାଲି, ଚାଉଳ ଏବଂ ଅଟା ୩୦% ପର୍ଯ୍ୟନ୍ତ ମହଙ୍ଗା ହୋଇଛି । ଏସବୁ ମଧ୍ୟରେ ଦେଶର ଅନେକ ପ୍ରାନ୍ତରେ କିଲୋ ପିଛା ଟମାଟୋ ୨୫୦ ଟଙ୍କା ପାର୍ କରିଗଲାଣି । ଯଦିଓ ଆଳୁ ଦର କିଛି ମାତ୍ରାରେ ଖସିଛି, ଆସନ୍ତା…