Browsing Tag

One person dead

ସଙ୍ଗରୋଧ କେନ୍ଦ୍ରରେ ଥିବା ଯୁବକ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଂଚଳର ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଖଇରା ଥାନା ଅଂଚଳର ଜଣେ ଯୁବକ ମୁମ୍ବାଇରେ କାମ କରୁଥିଲେ । ଗତ ୨୭ ତାରିଖରେ ସେ ମୁମ୍ବାଇରୁ ଫେରି ୨୯ ତାରିଖରୁ ସଙ୍ଗରୋଧ କେନ୍ଦ୍ରରେ ଥିଲେ ।…

ଘନ କୁହୁଡିରୁ ସିରିଜ ଦୁର୍ଘଟଣା, ଜଣେ ମୃତ, ୩ ଜଣ ଆହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଗତ କାଲି ରାତିରେ ଘନ କୁହୁଡି ଯୋଗୁଁ ଅନେକ ସ୍ଥାନରେ ଦୁର୍ଘଟଣା ଘଟିଥିବା ସମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଗଡ଼ପୋଷ ଛକରେ ସିରିଜ ଦୁର୍ଘଟଣା ଘଟିଯାଇଛି । ପ୍ରଥମେ ଦୁଇଟି…

ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ।

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ସୀମାନ୍ତ ହାଟଭରଣ୍ଡି ବସ୍‌ଷ୍ଟାଣ୍ଡ ନିକଟରେ ବାଇକ ଓ ଟ୍ରାକ୍ଟର ଦୁର୍ଘଟଣା ରେ ଜଣେ ମୃତ ଓ ଜଣେ ଗୁରୁତର । ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ସମୟରେ ଯୋଡ଼ିଙ୍ଗାର ରାମପ୍ରସାଦ ତାଙ୍କ ବାଇକ୍‌ରେ ଦେଓଭରଣ୍ଡି ର ଭାନୁ…

ଆନ୍ଧ୍ରରେ ପେଥାଇ ତାଣ୍ଡବ, ଜଣେ ମୃତ, ବ୍ୟାପକ କ୍ଷୟକ୍ଷତି

ଓଡ଼ିଶାଫାଷ୍ଟ (ବ୍ୟୁରୋ)-ସାମୁଦ୍ରିକ ଘୂର୍ଣ୍ଣିଝଡ଼ ପେଥାଇ ଆଜି ମଧ୍ୟାହ୍ନରେ ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଜିଲାରେ ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଛି । ପେଥାଇ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଗଛ ଉପୁଡ଼ି ପଡ଼ିବା ସହ ଅନେକ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ…

ଭୋଜି ଖାଇବାକୁ ଡାକି ନେଲା ପ୍ରତିଶୋଧ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅଧୀନସ୍ଥ ଧୁମାତ ମଠ ସାହିର ସନ୍ତୋଷ ମଲିକ (୨୦) ନାମକ ଜଣେ ଯୁବକକୁ ଭୋଜି ଖାଇବାକୁ ଡାକି ହତ୍ୟା କରାଯାଇଥିବା ମୃତକଙ୍କ ପରିବାର ତରଫରୁ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଧୁମାତ ମଠ ସାହିର ସୁନାକରଙ୍କ ପରିବାର ସହ…

ହାଇୱା ତଳେ ଦବି ଜଣେ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା ବାଇଁଶିଆ ଠାରେ ଘଟିଯାଇଛି ଏକ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ମନେଇ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ, ସବୁଦିନ ପରି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ବାଇଁଶିଆ ଠାରେ ଥିବା ପାନ…