କରୋନା ନେଲା ଆଉ ଏକ ମୁଣ୍ଡ, ଭାରତରେ ୬ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିହାର ପାଟନାରେ ଏମ୍ସରେ ଚିକିତ୍ସାଧୀନ ଥିବା କରୋନା ଆକ୍ରାନ୍ତ ଯୁବକଙ୍କ ମୃତ୍ୟୁ ହୋଇଛି । ଏହା ବିହାରର ପ୍ରଥମ କରୋନା ଆକ୍ରାନ୍ତ ମୃତ୍ୟୁ ବୋଲି ସୂଚନା ମିଳିଛି । ଏହି ମୃତ୍ୟୁ ସହ ଭାରତରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି । ଆଜି ପ୍ରଥମେ…