Browsing Tag

One day in Panchayat

ଗୋଟିଏ ଦିନ ପଞ୍ଚାୟତ ରେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେ଼ଇ ଆରମ୍ଭ କରିଛନ୍ତି ପଞ୍ଚାୟତ ରେ ଦିନଟିଏ । ଏହି ଅବସରରେ ଆଜି ଦାନଗଦି ବ୍ଲକ ଚିତିରି ପଞ୍ଚାୟତ ଲୋକମାନଙ୍କ ସହ ବିଭିନ୍ନ ସମସ୍ୟା ଉପରେ ବିଧାୟକ ପ୍ରୀତିରଞ୍ଜନ ଆଲେଚନା କରିଛନ୍ତି ।