କ୍ୟାଡର୍ ନକ୍ସଲ ଓ ତାଙ୍କ ସହଯୋଗୀ ଅଟକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ କ୍ୟାଡର ନକ୍ସଲକୁ ବଲାଙ୍ଗିର ପୁଲିସ୍ ଅଟକ ରଖିଥିବା ଜଣାପଡ଼ିଛି। ଏହା ସହିତ ତାଙ୍କର ଜଣେ ସହଯୋଗୀକୁ ମଧ୍ୟ ଅଟକ ରଖିଥିବା ଜଣାପଡ଼ିଛି। ପୁଲିସ୍ ଏ ସଂପର୍କରେ ବିଶେଷ କିଛି ସୂଚନା ଦେଇ ନଥିଲେ ମଧ୍ୟ ଅଟକ କ୍ୟାଡର ନକ୍ସଲ ଜଣକ କେକେବିଏନ୍ର ବୋଲି ଜଣାପଡ଼ିଛି। ସେହିପରି…