ଚଳିତ ଆର୍ଥିକ ବର୍ଷର ବକେୟା ଅର୍ଥ ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ଦାବି ଜଣାଇଲେ ନବୀନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷ ସରି ଆସିଲାଣି ମାତ୍ର କେନ୍ଦ୍ରସରକାରଙ୍କ ବକେୟା ଅଛି ୬ ହଜାର ୪ ଶହ କୋଟି ଟଙ୍କା । କେନ୍ଦ୍ରରୁ ରାଜ୍ୟ ସରକାରଙ୍କୁ ମିଳୁଥିବା ପାଣ୍ଠି ସମ୍ୱନ୍ଧରେ ଦିଲ୍ଲୀରେ ବସିଥିଲା ବୈଠକ । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଏହାର…