Browsing Tag

Olywood comedy king Papu Pampam is in hospital

ଓଲିଉଡ କମେଡି କିଙ୍ଗ ପପୁ ପମପମ ପୁଣି ହସ୍ପିଟାଲରେ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଲିଉଡ କମେଡି କିଙ୍ଗ ପପୁ ପମପମ ପୁଣିଥରେ ଅସୁସ୍ଥ ହୋଇଛନ୍ତି । ସେ ଦୁଇ ସପ୍ତାହ ହେଲା ଦିଲ୍ଲୀରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏନେଇ ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସୂଚନା ଅନୁଯାୟୀ, ଏକ ଫିଲ୍ମ ସୁଟିଂ ପରେ ଅସୁସ୍ଥ ହୋଇପଡିଥିଲେ…