Browsing Tag

Ollywood Actor

ଆସିଲା ପୋଷ୍ଟମର୍ଟମ ରିପୋର୍ଟ : ଶ୍ୱାସରୁଦ୍ଧ ଯୋଗୁଁ ରାଇମୋହନଙ୍କ ମୃତ୍ୟୁ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବରିଷ୍ଠ ଅଭିନେତା ରାଇମୋହନଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଲା। ଶ୍ୱାସରୁଦ୍ଧ ଯୋଗୁଁ ରାଇମୋହନଙ୍କ ମୃତ୍ୟୁ ହୋଇଥିବା କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ପୋଷ୍ଟମୋର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଗଳାରେ ରଶି ଲଗାଇବା କାରଣରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ…

ପୁରୀ ସ୍ବର୍ଗଦ୍ବାରରେ ପଞ୍ଚଭୂତରେ ବିଲୀନ ହେଲେ ରାଇମୋହନ

ଭୁବନେଶ୍ଵର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୁରୀ ସ୍ବର୍ଗଦ୍ବାରରେ ଓଡ଼ିଆ ଚଳଚ୍ଚିତ୍ର, ଧାରାବାହିକ ଓ ଯାତ୍ରା ଅଭିନେତା ରାଇମୋହନ ପରିଡ଼ାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଇମୋହନଙ୍କ ସାନ ଝିଅ ମୁଖାନ୍ନି ଦେଇଛନ୍ତି। ତାଙ୍କ ମରଶରୀରକୁ ପୋଷ୍ଟମର୍ଟମ ପରେ ରାଇମୋହନ ପରିଡ଼ାଙ୍କ ପାର୍ଥିବ ଶରୀର…

ଅଭିନେତା ରାଇମୋହନଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଓଲିଉଡର ବରିଷ୍ଠ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା। ଭୁବନେଶ୍ୱରର ମଞ୍ଚେଶ୍ୱରସ୍ଥିତ ପ୍ରାଚୀ ବିହାର ଘରୁ ଶୁକ୍ରବାର ଝୁଲନ୍ତା ଅବସ୍ଥାରେ ମିଳିଛି ତାଙ୍କ ମୃତଦେହ। ରାଇମୋହନ ଏଠାରେ ତାଙ୍କ ପତ୍ନୀ ଓ ୨ ଝିଅଙ୍କ ସହିତ ରହୁଥିଲେ। ସେ ଆତ୍ମହତ୍ୟା…

ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଭଭୟଙ୍କୁ ତାଗିଦ କଲେ ହାଇକୋର୍ଟ

କଟକ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ହାଇକୋର୍ଟରେ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା। ସୋସିଆଲ ମିଡିଆରେ ମନ୍ତବ୍ୟ ନ ଦେବାକୁ ଉଭୟଙ୍କୁ ତାଗିଦ କରିଛନ୍ତି ହାଇକୋର୍ଟ । କେହି କାହା ବିରୋଧରେ ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଉ କୌଣସି ଭିଡିଓ ପୋଷ୍ଟ ନ କରିବାକୁ…

ଆରପାରିରେ ଅଭିନେତା ବିରାଜ ଦାସ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଉ ନାହାନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତା ବିରାଜ ଦାସ । ନିଜର ବଳିଷ୍ଠ ଅଭିନୟ ପାଇଁ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ବିରାଜ ଦାସ ଆଜି ୬୩ ବର୍ଷ ବୟସରେ ଆରପାରିକୁ ଚାଲି ଯାଇଛନ୍ତି । ସେ ଦୀର୍ଘଦିନ ହେଲା କର୍କଟ ରୋଗରେ…

ବର୍ଷା-ଅନୁଭବ ବିବାଦ ମାମଲା : କୋର୍ଟରେ ଦୁଇଟି ପିଟିସନର ଶୁଣାଣି

କଟକ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବର୍ଷା-ଅନୁଭବ ବିବାଦ ମାମଲାର କଟକ ଏସଡିଜେଏମଙ୍କ କୋର୍ଟରେ ଶୁଣାଣି । ସେଥିରୁ ବର୍ଷାଙ୍କ ରୋଜଗାର ସମ୍ପର୍କିତ ତଥ୍ୟ କୋର୍ଟରେ ରଖିବାକୁ ଏକ ମାମଲା ଓ ଅନ୍ୟଟି ବର୍ଷାଙ୍କୁ ଘରୁ ଉଛେଦ ପାଇଁ ପିଟିସନ । ଉଭୟ ପିଟିସନର ଶୁଣାଣି ସରିଥିବା ବେଳେ ପରବର୍ତ୍ତୀ ସମୟରେ…

‘ମୋତେ ଡିଭର୍ସ ଦିଅ, ମୋତେ ବଞ୍ଚିବାକୁ ଦିଅ ବର୍ଷା’ ଭିଡ଼ିଓରେ କହିଲେ ଅନୁଭବ

ଭୁବନେଶ୍ବର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୁଣି ଏକ ଭିଡ଼ିଓ ଜାରି କଲେ ଅନୁଭବ । ଭିଡ଼ିଓରେ ମୋତେ ଡିଭର୍ସ ଦିଅ । ମୋତେ ବଞ୍ଚିବାକୁ ଦିଅ ବର୍ଷା ବୋଲି କହିଛନ୍ତି ଅନୁଭବ ମହାନ୍ତି । ସେ କହିଛନ୍ତି, ମୋତେ ବଞ୍ଚିବାକୁ ଦିଅ ବର୍ଷା । ମୁଁ ଗାଳି ଗୁଲଜ କରେ । ୨୪ ଘଣ୍ଟା ମଦ୍ୟପାନ କରେ । ସାଙ୍ଗସାଥୀଙ୍କୁ…