ଏଣିକି ଅଲିଭ ରିଡଲେ କଇଁଛଙ୍କୁ ନଜର ରଖିବ ଡ୍ରୋନ
ଏସିଆ ମହାଦେଶର ଅନ୍ୟତମ ବୃହତମ ଆର୍ଦ୍ରଭୂମି ଭିତରକନିକା ଓ ଗହୀରମଥାରେ ଅଲିଭ ରିଡଲେ କଇଁଛ ମାନଙ୍କ ସୁରକ୍ଷା ପାଇଁ ବ୍ୟବହାର ହେବ ଡ୍ରୋନ ।
ଏହା ଆର୍ଦ୍ରଭୂମି ପରିବେଶକୁ ନଷ୍ଟ କରୁଥିବା ଚିଙ୍ଗୁଡ଼ି ଘେରି,ତଟକ୍ଷୟ ସମ୍ପର୍କରେ ସମ୍ପୂର୍ଣ ତଥ୍ୟ ସହ ବନ୍ୟ ଓ ସାମୁଦ୍ରିକ ଜୀବଙ୍କୁ ନେଇ ରହିଥିବା…