ଓଜେଇଇ ପଞ୍ଜୀକରଣ ୩୦କୁ ବୃଦ୍ଧି
ଭୁବନେଶ୍ୱର : ୨୦୨୨ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଆବେଦନ ପ୍ରକ୍ରିୟା ଆସନ୍ତା ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଛାତ୍ରଛାତ୍ରୀମାନେ ଓଜେଇଇର ୱେସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ ।
ଜୁନ୍ ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଓଜେଇଇ ଅନୁଷ୍ଠିତ ଶେଷ ସପ୍ତାହରୁ…