Browsing Tag

Odisha

ପାଟକୁରାବାସୀଙ୍କୁ ଠକୁଛନ୍ତି ବିଜେଡି, ବିଜେପି: ଶ୍ରୀକାନ୍ତ ଜେନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜୀ । ବିଜେପିଜେଡ଼ି ପାଟକୁରାରେ ଫ୍ରେଣ୍ଡଲି ଲଢ଼ୁଛନ୍ତି ବୋଲି କଂଗ୍ରେସ ନେତା ତାରା ବାହିନୀପତି କହିଥିବା ବେଳେ ଏବେ ପୁଣି ବିଜେଡି ଓ ବିଜେପିର ଆଭିମୁଖ୍ୟକୁ ନେଇ…

ପାଟକୁରା ନିର୍ବାଚନକୁ ଆଉ ମାତ୍ର କିଛିଦିନ, ଭାଙ୍ଗିଲା କଂଗ୍ରେସର ନିଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ନିର୍ବାଚନ ଆଉ ମାତ୍ର ୧୦ ଦିନ ବାକିଅଛି । ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଏଠାରେ ରାଜନୈତିକ ପାଣିପାଗ ଉଷ୍ମ ରହିଥିବା ବେଳେ ଏବେ ଆହୁରି ସରଗରମ ହୋଇଛି ରାଜନୀତି । ଆସନ୍ତା ୨୦ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ପ୍ରଚାର କାର୍ଯ୍ୟ ଜୋରଦାର…

୪୧ ବରିଷ୍ଠ ଓଏଏସ ଅଫିସର ଅଦଳବଦଳ, ପଢନ୍ତୁ କାହାକୁ ମିଳିଲା କେଉଁ ବିଭାଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ଓଏଏସସ୍ତରରେ ରାଜ୍ୟ ସରକାର ବଡ଼ଧରଣର ଅଦଳବଦଳ କରିଛନ୍ତି । ୪୧ଜଣ ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ସ୍ୱତନ୍ତ୍ର ସଚିବ, ଉପଜିଲ୍ଲାପାଳ ଓ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବଦଳି ହୋଇଛି । ପଢନ୍ତୁ କାହାକୁ ମିଳିଲା କେଉଁ ବିଭାଗ : ୧. ରୁଦ୍ରପ୍ରସନ୍ନ…

ରାଉରକେଲା ଓ ସାନଖେମୁଣ୍ଡି ବିଧାୟକଙ୍କ ନାଁରେ ମାମଲା ରଜ୍ଜୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଉରକେଲା ଓ ସାନଖେମୁଣ୍ଡି ବିଧାୟକଙ୍କ ନାଁରେ ମାମଲା ରଜ୍ଜୁ । ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ବିପକ୍ଷରେ ପରାଜିତ ବିଜେଡ଼ି ପ୍ରାର୍ଥୀ ନନ୍ଦିନୀ ଦେବୀ ଅଭିଯୋଗ ଆଣିଥିବା ବେଳେ ରାଉରକେଲା ବିଧାୟକ ସାରଦା ନାୟକଙ୍କ ନାଁରେ ପରାଜିତ ବିଜେପି ପ୍ରାର୍ଥୀ ନିହାର…

ପାଟକୁରା ପାଇଁ ଗୋଟି ଚାଳନା, ନବୀନ ନିବାସରେ ବସିଲା ଉଚ୍ଚସ୍ତରୀୟ ବୈଠକ

ଓଡିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୧୧ ଦିନ ବାକି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ନିର୍ବାଚନମଣ୍ଡଳୀରେ ରାଜନୈତିକ ମାହୋଲ ଯେତିକି ଉଷ୍ମ ହେଉଛି, ରାଜ୍ୟ ରାଜନୀତି ବି ସେତିକି ସରଗରମ ରହିଛି । ଗତ ଦୁଇ ସାଧାରଣ ନିର୍ବାଚନରେ ଏହି ଆସନ ବିଜେଡି ହାତେଇଥିବା…

ସ୍ମାର୍ଟ ସିଟି ହେବ ୱାଇ ଫାଇ ସହର, ଲାଗିବ ୫୦୦ରୁ ଅଧିକ ୱାଇ ଫାଇ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଳ୍ପ କିଛି ଦିନ ମଧ୍ୟରେ ଭୁବନେଶ୍ଵର ହେବ ସମ୍ପୂର୍ଣ୍ଣ ଓ୍ବାଇ-ଫାଇ ସହର । ସହରର ବିଭିନ୍ନ ସ୍ଥାନରେ ୫୦୦ରୁ ଅଧିକ ଓ୍ବାଇ-ଫାଇ ହଟ୍‌ସ୍ପଟ ଲଗାଯିବା ସହ ଲୋକଙ୍କୁ ମାଗଣାରେ ଡାଟା ଯୋଗାଇ ଦିଆଯିବ । ‘ଭୁବନେଶ୍ୱର ମି’ ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ । ଖୁବଶୀଘ୍ର…

ସ୍ୱାଭିମାନରେ ଆଞ୍ଚ ଆସିଲେ ଜଳିବ ସ୍ୱାଭିମାନ : ଦାମ, ବିଜୟ

ଓଡିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ଜୁଲାଇ ୨୦ରେ ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ହେଲେ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିଜେଡି ବିଜେପି ଉପରେ ଉପରେ ଲଢ଼ୁଥିବା ବେଳେ ଭିତରେ ମ୍ୟାଚ ଫିକ୍ସିଂ ହୋଇଛି ବୋଲି କଂଗ୍ରେସ କହିଛି । ସାଧାରଣ…

ଜମାହେଲା ମନ୍ତ୍ରୀଙ୍କ ମାସିକିଆ ରିପୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷାକୁ ଅପେକ୍ଷା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସରେ ସମସ୍ତ ମନ୍ତ୍ରୀଙ୍କୁ ପ୍ରତ୍ୟେକ ମାସ ୭ ତାରିଖ ପୂର୍ବରୁ ନିଜ ବିଭାଗର ସମୀକ୍ଷା ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମନ୍ତ୍ରୀମାନେ ନିଜ ବିଭାଗର ସମୀକ୍ଷା ରିପୋର୍ଟ…

ପାଟକୁରା ବିଧାନସଭା ନିର୍ବାଚନ: ପ୍ରାର୍ଥୀ, ସମର୍ଥକଙ୍କ ସମେତ ଭୋଟର ଉତ୍ସାହିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାଟକୁରା ବିଧାନସଭା ଆସନରେ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଦଳର ପ୍ରାର୍ଥୀ ଓ ସମର୍ଥକଙ୍କ ସମେତ ସ୍ଥାନୀୟ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି । ସାଧାରଣ ନିର୍ବାଚନରେ ସଭିଏଁ ମତଦାନ କରିବାର ସୁଯୋଗ…

ପଟଣାଗଡ଼ ବିଧାୟକଙ୍କୁ ମିଳିଲା ଜାମିନ

ଓଡିଶା ଫାଷ୍ଟ(ବ୍ୟୁରୋ): ପାଟଣଗଡ ବିଧାୟକଙ୍କୁ ମିଳିଲା ଜାମିନ । ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରୁ ସରୋଜଙ୍କୁ ମିଳିଲା ଜାମିନ । ୨ ଜଣ ଜାମିନଦାର ଏବଂ ୨୫ ହଜାର ଟଙ୍କା ବଦଳରେ ସରୋଜଙ୍କୁ ଏହି ଜାମିନ ମିଳିଛି ସୂଚନା ଅନୁଯାୟୀ, ସରକାରୀ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ ମାମଲାରେ ସରୋଜ ଗିରଫ…