Browsing Tag

Odisha

ବଦଳିଲେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ, ପଢନ୍ତୁ କେଉଁ ଜିଲ୍ଲାର କିଏ ହେଲେ ଯୋଜନା କମିଟି ଅଧ୍ୟକ୍ଷ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ୩୦ଟି ଜିଲ୍ଲା ପାଇଁ ନିଯୁକ୍ତ ହେଲେ ନୂଆ ଯୋଜନା କମିଟି ଅଧ୍ୟକ୍ଷ । ପଢନ୍ତୁ କେଉଁ ଜିଲ୍ଲାର କିଏ ହେଲେ ଯୋଜନା କମିଟିର ଅଧ୍ୟକ୍ଷ: ୧. ମନ୍ତ୍ରୀ ପ୍ରତାପ ଜେନା - ମୟୁରଭଞ୍ଜ ୨. ବିଧାୟକ ଅନନ୍ତ ଦାସ - ବାଲେଶ୍ଵର ୩. ବିଧାୟକ ବ୍ୟୋମକେଶ ରାୟ - ଭଦ୍ରକ…

ଜାତୀୟ କୃମିନାଶକ ଦିବସ: ଓଡିଶାର ୧କୋଟିରୁ ଅଧିକ ପିଲାମାନଙ୍କୁ ସୁସ୍ଥ ରଖିବା ସହିତ ସେମାନଙ୍କ ପରିପୁଷ୍ଟିର ବିକାଶ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତମ ସ୍ୱାସ୍ଥ୍ୟ ଓ ପୁଷ୍ଟିର ବିକାଶକୁ ସୁନିଶ୍ଚିତ କରିବା ପାଇଁ ୧ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ କୃମିନାଶକର ଭୂମିକା ଗୁରୁତ୍ୱକୁ ଉପଲବ୍ଧି କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ୟୁନିସେଫ୍ ସହଯୋଗରେ ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ…

ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାର ଗତକାଲି ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି । ଏହି ଅଦଳବଦଳକୁ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ବାରିଷ୍ଠ ଓଏଏସ୍ ଅଫିସରଙ୍କୁ ମିଳିଥିବା ଦାୟିତ୍ବ ହେଲା : ୧. ଜୟନ୍ତ ଷଡ଼ଙ୍ଗୀ - ଉଚ୍ଚଶିକ୍ଷା…

ପୁରୀର ହେବ ନବକଳେବର, ୫ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀର ହେବ ନବକଳେବର । ମୁଖ୍ୟମନ୍ତ୍ରୀ ପୁରୀର ବିକାଶ ପାଇଁ ୫ଟି ନୂତନ ପ୍ରକଳ୍ପ ପାଇଁ ଦେଇଛନ୍ତି ଅନୁମତି । ଏହି ପ୍ରକଳ୍ପ ପାଇଁ ୨୬୫କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ପ୍ରକଳ୍ପ ଗୁଡିକର ଉଦ୍ଦେଶ୍ୟ ହେଲା ପୁରୀକୁ ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ପାଇଁ ସମସ୍ତ…

ରାଜ୍ୟ ପ୍ରଶାସନିକ ସ୍ତରରେ ଅଦଳବଦଳ, ପଢନ୍ତୁ କାହାକୁ ମିଳିଲା କେଉଁ ବିଭାଗ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ପ୍ରଶାସନିକ ସ୍ତରରେ ଆଜି ଅଦଳବଦଳ ହୋଇଛି । ପଢନ୍ତୁ କାହାକୁ ମିଳିଲା କେଉଁ ବିଭାଗ:   ୧. ଅସିତ ତ୍ରିପାଠୀ - କେବିକେ ମୁଖ୍ୟ ପ୍ରଶାସକ ୨. ଏସପି ଠାକୁର - ଗୋପବନ୍ଧୁ ଏକାଡେମୀର ନିର୍ଦ୍ଦେଶକ ୩. ସି.ଜେ ବେନୁଗୋପାଳ - ରାଜସ୍ୱ ବୋର୍ଡର ସଦସ୍ୟ ୪.…

୧୧ ଜିଲ୍ଲାରେ ରେଡ୍‌ ୱାର୍ଣ୍ଣିଂ ଓ ୧୦ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଦକ୍ଷିଣ ଓଡିଶାର ୧୧ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ହେଲା ନବରଙ୍ଗପୁର, କୋରାପୁଟ, କନ୍ଧମାଳ, ଗଜପତି, ଗଞ୍ଜାମ, ବଲାଙ୍ଗିର, ବୌଦ୍ଧ, ନୂଆପଡ଼ା ଓ ସୋନପୁର । ଏହି ସବୁ…

ଫେରେଇବାକୁ ହେବ କାଳିଆ ଟଙ୍କା: କୃଷି ସଚିବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଖୁବଶୀଘ୍ର ହେବ ଯାଞ୍ଚ । ଖୋଜାଯିବା ଅଯୋଗ୍ୟ ହିତାଧିକାରୀ । ଅଯୋଗ୍ୟ ହିତାଧିକାରୀ ଫେରାଇବେ କାଳିଆ ଟଙ୍କା । ପଞ୍ଚାୟତ ସ୍ତରରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ଅଗଷ୍ଟ ୬ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ଯାଞ୍ଚ ଜାରୀରହିବ । ଯଦି କେହି ଅଯୋଗ୍ୟ…

ଦୁଇ ଦିନରେ ୫ ଏନକାଉଣ୍ଟର, ଅପରାଧୀଙ୍କୁ ଦମନ କରିବାକୁ ଆରମ୍ଭ ହେଲା ପଦକ୍ଷେପ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଗାତାର ଦୁଇ ଦିନରେ ପୋଲିସ କରିଛି ୫ଟି ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ରବି ରାଓକୁ ଆଜି ପ୍ରାୟ ରାତି ୯ଟାରେ ପୋଲିସ ଭରତପୁର ଜିଏ ପ୍ଲଟ ପାଖରେ ଏନକାଉଣ୍ଟର କରିଛି । ରବି ରାଓ ପୋଲିସକୁ ଦେଖି ପ୍ରଥମେ ୪ ରୁ ୫ ରାଉଣ୍ଡ ଗୁଳିଚଳନା ଆରମ୍ଭ କରିଦେଇଥିଲା । ପୋଲିସ ପାଲଟା…

ଆଇଏଏସ ସ୍ତରରେ ଅଦଳ ବଦଳ, ପଢନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାର ଶନିବାର ଆଇଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି । ଏହି ଅଦଳ ବଦଳର ବିଷୟରେ କିଛିଦିନ ପୂର୍ବରୁ ଚର୍ଚ୍ଚା ଜୋର ଧରିଥିଲା । ୧. ୨୦୦୭ ବ୍ୟାଚର ଆଇଏଏସ ଅଫିସର ସଂଗ୍ରାମଜିତ ନାୟକଙ୍କୁ ବିଏମସିର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ୨.…

ରସଗୋଲା ନେଇ ପଶ୍ଚିମବଙ୍ଗ କୁ ପଛରେ ପକାଇଲା ଓଡ଼ିଶା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନେକ ଦିନରୁ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ରସଗୋଲାକୁ ନେଇ ଚାଲିଥିବା ଶୀତଳ ଯୁଦ୍ଧର ଅନ୍ତ ଘଟିଛି । ପଶ୍ଚିମବଙ୍ଗ ରସଗୋଲାର ଉତ୍ପତ୍ତି ସ୍ଥଳ ବୋଲି ଦାବି କରୁଥିବା ବେଳେ ଓଡ଼ିଶା ଏହା ଜଗନ୍ନାଥ ସଂସ୍କୃତିର ଏକ ଅଭିର୍ଣ୍ଣ ଅଙ୍ଗବୋଲି ଦାବି କରିଆସୁଥିଲା । ଶେଷରେ…