Browsing Tag

Odisha

ଆଇଏଏସ ଗଗନ ଧଳଙ୍କୁ ମିଳିଲା ନୂତନ ଦାୟିତ୍ୱ, ଇସ୍ତଫା ଅଗ୍ରାହ୍ୟ କଲେ ସରକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛିଦିନ ତଳେ ସ୍ବେଚ୍ଛାକୃତ ଅବସର ନେଇଥିବା ନେଇ ଚର୍ଚ୍ଚାରେ ଥିବା ୧୯୮୫ ବ୍ୟାଚ୍‍ ଆଇଏଏସ ଗଗନ ଧଳଙ୍କୁ ମିଳିଛି ନୂତନ ଦାୟିତ୍ୱ । ସରକାର ତାଙ୍କ ଭିଆରଏସ କୁ ଅଗ୍ରାହ୍ୟ କରିବା ସହ ଗଗନ ଧଳଙ୍କୁ ଓଡିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ।…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର ଓ ସୁବର୍ଣ୍ଣପୁରରେ ଲଘୁଚାପଜନିତ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ପରିଦର୍ଶନ ସମୟରେ ଧର୍ମେନ୍ଦ୍ରଙ୍କ ସହ କଳାହାଣ୍ଡି ବିଜେପି ସାଂସଦ ବସନ୍ତ ପଣ୍ଡା ଓ ବଲାଙ୍ଗୀର ସାଂସଦ ସଙ୍ଗୀତା…

ନେତା ଓ କର୍ମୀଙ୍କୁ ଖୁସି କଲେ ନବୀନ, ଆରମ୍ଭ କଲେ ଥଇଥାନ ପ୍ରକ୍ରିୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ନୂତନ ସଦସ୍ୟ ଚୟନ କରାଯାଇଛି । ଏହି ଚୟନ ଅନୁଯାୟୀ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଓ ଅନୁପ ସାୟଙ୍କୁ ହଉସିଂ କର୍ପୋରେସନ…

କ୍ରିଷ୍ଣ କୁମାରଙ୍କୁ ମିଳିଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଶାସକ କ୍ରିଷ୍ଣ କୁମାରଙ୍କୁ ମିଳିଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ । ଆସନ୍ତା ୧୯ ତାରିଖରୁ ସେ ଏହି ଅତିରିକ୍ତ ଦାୟିତ୍ୱ ପ୍ରତିପାଦନ କରିବେ । କିଛିଦିନ ତଳେ କ୍ରିଷ୍ଣ କୁମାରଙ୍କୁ ପୂର୍ତ୍ତ ବିଭାଗ ସଚିବ ଭାବେ ନିଯୁକ୍ତ କରାଯାଇଥିଲା ।…

ଓଡ଼ିଶାରୁ ୧୧ ପୋଲିସଙ୍କୁ ମିଳିବ ରାଷ୍ଟ୍ରପତି ପଦକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ବର୍ଷ ଓଡ଼ିଶାରୁ ୧୧ ପୋଲିସଙ୍କୁ ମିଳିବ ରାଷ୍ଟ୍ରପତି ପଦକ । ଏହି ପଦକ ଅଗ୍ନି ସେବା, ସାଧାରଣ ସୁରକ୍ଷା ଓ ହୋମ ଗାର୍ଡ କ୍ଷେତ୍ରରେ ପ୍ରଦାନ କରାଯିବ । ଅଗ୍ନି ସେବା କ୍ଷେତ୍ରରେ ଭାରତ ଭୂଷଣ ନାୟକ, ଗୁଣଧର ଜେନା, ବିଜୟ ନାରାୟଣ ପଣ୍ଡା, ତ୍ରିଲୋକ କୁମାର ବାବୁ,…

ଆଦିତ୍ୟ ପାଢୀ ହେଲେ ନୂତନ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ପଦରୁ ସ୍ବେଚ୍ଛାକୃତ ଅବସର ନେବାପରେ କିଛିଦିନ ଛୁଟି ମନାଇବାକୁ ଯାଇଥିଲେ ଆଦିତ୍ୟ ପ୍ରସାଦ ପାଢୀ । ଛୁଟିରୁ ଫେରିବାପରେ ଆଜି ୧୯୮୩ ମସିହା ବ୍ୟାଚର ଆଇଏଏସ ଅଫିସର ଆଦିତ୍ୟ ପ୍ରସାଦ ପାଢୀଙ୍କୁ ମିଳିଛି ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ବ ।…

ଅପରାଜିତା ଅହଂକାରରେ ସାଙ୍ଗଠନିକ ବ୍ୟବସ୍ଥାକୁ କରୁଛନ୍ତି ପଦାଘାତ ଓ ଦଳୀୟ କାର୍ଯ୍ୟକାର୍ତ୍ତଙ୍କୁ ଦେଇଛନ୍ତି କିରାଣୀ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ବିଜେପିରେ ଅନ୍ତଃକନ୍ଦଳ । ଏହା ଏବେ ବିଦ୍ରୋହର ରୂପ ନେବା ଆରମ୍ଭ ହୋଇଗଲାଣି । କିଛିଦିନ ପୂର୍ବେ ଯିଏ ରାଜ୍ୟ ବିଜେପିର ସେରୋମଣି ଥିଲେ ଆଜି ତାଙ୍କ ଦେହରେ ଲାଗିଛି ଅନ୍ତଃକନ୍ଦଳର ସୂତ୍ରଧାର ପରି କଳଙ୍କ । ନିର୍ବାଚନ ପୂର୍ବରୁ ପ୍ରଶାସନିକ ଅଧିକାରୀ ଅପରାଜିତା…

ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟ ୪୫ ମିନିଟ୍ ପରିବର୍ତ୍ତେ ହେବ ଦେଢ ଦେଢ଼ ଘଣ୍ଟା କ୍ଲାସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟ ଛାତ୍ରଛାତ୍ରୀ କମ ନମ୍ବର ରଖୁଥିବାରୁ ଏହା ଚିନ୍ତା ବଢାଇଛି ସରକାରଙ୍କର । ତେଣୁ ଗଣଶିକ୍ଷା ବିଭାଗ ସେଥିପାଇଁ ନେଇଛି ଏକ ବଡ ନିଷ୍ପତ୍ତି । ଚଳିତ ବର୍ଷ ଠାରୁ ସ୍କୁଲରେ ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟ ୪୫ ମିନିଟ ପରିବର୍ତ୍ତେ ଦେଢ଼…

ଇଞ୍ଜିନିୟରିଂ ଛାତ୍ରକୁ ପ୍ରେମ କରିବା ପଡିଲା ମହଙ୍ଗା, ଲୁଟିନେଲେ ସୁନା ଗହଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଇଞ୍ଜିନିୟରିଂ ଛାତ୍ରକୁ ପ୍ରେମ କରିବା ପଡିଲା ମହଙ୍ଗା, ଅଶ୍ଲୀଳ ଭିଡିଓ ଭାଇରାଲ କରିବା ଧମକ ଦେଇ ଲୁଟିନେଲେ ଟଙ୍କା ଓ ସୁନା ଗହଣା । ଏଭଳି ଏକ ଘଟଣାରେ ଦେବୀ ପ୍ରସାଦ ପତି ନାମକ ଜଣେ ଇଞ୍ଜିନିୟରିଂ ଛାତ୍ରକୁ ଗିରଫ କମିଶନରେଟ ପୁଲିସ । ସୂଚନା ଅନୁଯାୟୀ, ଦେବୀ…

ବିଜେଡି ଯୁବ ସଭାପତି, ସୁଶାନ୍ତଙ୍କୁ ନେଇ ଚର୍ଚ୍ଚା !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶ ଏବଂ ରାଜ୍ୟରେ ବିଭିନ୍ନ ରାଜନୈତିକ ହଟଚମଟ ପରେ ପୁଣି ବିଭିନ୍ନ ଦଳୀୟ ରାଜନୀତି ନେଇ ଚର୍ଚ୍ଚା ଲାଗିରହିଛି । ଆଗକୁ ପୌର ନିର୍ବାଚନ ରହିଛି । ବିଜେଡି ମଧ୍ୟ ବଜେପି ଠାରୁ କଡା ଟକ୍କର ପଇବା ପରେ ନିଜ ସଙ୍ଗଠନ ସୁଧାରିବାରେ ଲାଗିଛି । ସେହି କ୍ରମରେ ଛାମୁଆ ସଙ୍ଗଠନ…