Browsing Tag

Odisha

ଓଡ଼ିଆ ପୁଅ ଅଂଶୁମାନ ଆଇଇଏସ ପରୀକ୍ଷାରେ ଟପ୍ପର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଆ ପୁଅ ଅଂଶୁମାନ କାମିଲା ୨୦୧୯ ମସିହାର ଇଣ୍ଡିଆନ୍ ଇକୋନୋମିକ୍ ସର୍ଭିସ୍(ଆଇଇଏସ୍) ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ପରୀକ୍ଷାରେ ୩୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସୂଚନା ଅନୁଯାୟୀ, ଅଂଶୁମାନ ଜଣେ ମେଧାବୀ ଛାତ୍ର । ସେ ଭୁବନେଶ୍ୱରର…

“ପୋଲିସ ସେବା ଭବନ” ନାମରେ ନାମିତ ହେବ କମିଶନରେଟ ପୋଲିସ୍ ମୁଖ୍ୟାଳୟ

ଓଡିଶା ଫାଷ୍ଟ ( ବ୍ୟୁରୋ ) : କମିଶନରେଟ୍ ପୋଲିସକୁ 12 ବର୍ଷ ପୂର୍ତ୍ତି ଅବସରରେ  କମିଶନରେଟ୍ ପୋଲିସ ମୁଖ୍ୟାଳୟର ନାମ ପରିବର୍ତ୍ତନ ହୋଇ ଏବେ “ପୋଲିସ ସେବା ଭବନ” ନାମରେ ନାମିତ ହେବ ବୋଲି ଘୋଷମା କରାଯାଇଛି।  ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରତିଷ୍ଠା ଦିବସରେ ଏହି ଘୋଷଣା…

5T ଅଧୀନକୁ ଆସିଲା ଉଚ୍ଚଶିକ୍ଷା ବିଭାଗ,ଅଧ୍ୟlପକଙ୍କୁ କଲେଜରେ 7 ଘଣ୍ଟା ରହିବାକୁ ବାଧ୍ୟ

ଉଚ୍ଚଶିକ୍ଷା ବିଭାଗ ଏବେ  5-ଟି ଅଧୀନକୁ ଆସିଛି। ଏନେଇ ବିଭାଗ ପକ୍ଷରୁ 17 ସୁତ୍ରୀ ଆକ୍ସନ ପ୍ଲାନ ସହ ନୋଡ଼ାଲ ଅଫିସର ନିଯୁକ୍ତ କରାଯାଇଛି। ଆକ୍ସନ ପ୍ଲାନରେ ସ୍କଲାରସିପ୍‌ କାଉନ୍‌ସିଲ ଗଠନ ପାଇଁ ଉଲ୍ଲେଖ ରହିଛି। ଅଧ୍ୟାପକମାନଙ୍କ ବାୟୋମେଟ୍ରିକ୍‌ ଉପସ୍ଥାନ 7 ଘଣ୍ଟା ତଦାରଖ କଡ଼ାକଡ଼ି କରାଯିବା…

ଆଜିଠାରୁ ଆରମ୍ଭ ହେଲା ବିଜେଡିର ଜନସମ୍ପର୍କ, ବିଜେପିର ଗାନ୍ଧୀ ସଂକଳ୍ପ ଓ କଂଗ୍ରେସର ଅହିଂସା ପଦଯାତ୍ରା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ତିନି ପ୍ରମୁଖ ଦଳ ନିଜ ସ୍ଥିତିରେ ଆଣିବାକୁ ଆଜିଠାରୁ ଆରମ୍ଭ କରିଛନ୍ତି ପଦଯାତ୍ରା । ବିଜେଡି ଏହି ପଦଯାତ୍ରାକୁ ଜନସମ୍ପର୍କ ପଦଯାତ୍ରା ନାମ ଦେଇଥିବା ବେଳେ ବିଜେପି ଏହାକୁ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଓ କଂଗ୍ରେସ ଏହାକୁ ଅହିଂସା ପଦଯାତ୍ରା ଭାବେ ନାମିତ…

ଠକ କର୍ମଚାରୀଙ୍କୁ ଜଗିବ ବାୟୋମେଟ୍ରିକ ମେସିନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାବଧାନ ଘଣ୍ଟି ବାଜିଲା ଉଚ୍ଚ ଶିକ୍ଷା ବିଭାଗ ଠକ କର୍ମଚାରୀଙ୍କ ପାଇଁ । ଏଣିକି ଠକ କର୍ମଚାରୀଙ୍କୁ ଜଗିବ ବାୟୋମେଟ୍ରିକ ମେସିନ । ସୂଚନା ଅନୁଯାୟୀ, ନିଜ କାର୍ଯ୍ୟରେ ଅବହେଳା କରୁଥିବା ଅନେକ କର୍ମଚାରୀ ବିଷୟରେ ଉଚ୍ଚ ଶିକ୍ଷା ବିଭାଗ ଜାଣିବା ପରେ ସେମାନଙ୍କୁ…

ତିନି ଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାପାଙ୍କ ମାଡ଼ ସହିନପାରି ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ତିନି ଭଉଣୀ । ଏଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳରେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ,…

ନିୟମ ଉଲଂଘନ କରି ଜଣେ ଅଟୋ ଚାଳକ ଗଣିବେ ୪୭ ହଜାର ୫୦୦ଟଙ୍କା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲାଗୁହେଲା ନୂଆ ଟ୍ରାଫିକ ନିୟମ । ଟ୍ରାଫିକ ନିୟମ ଲାଗୁହେବା ତୃତୀୟ ଦିନରେ ନିୟମ ଭଙ୍ଗ କରିଥିବା ଜଣେ ଅଟୋ ଚାଳକଙ୍କୁ ଦେବାକୁ ପଡିବ ୪୭ହଜାର ୫୦୦ ଟଙ୍କା ଫାଇନ । ସୂଚନା ଅନୁଯାୟୀ, ଆଚାର୍ଯ୍ୟବିହାର ଅଞ୍ଚଳରେ ଟ୍ରାଫିକ ପୋଲିସ ଯାଞ୍ଚ ସମୟରେ ହରିବନ୍ଧୁ କହଁର ନାମକ…

ଚାକିରୀ ଦେବା ନାଁରେ ଦୁଷ୍କର୍ମ, ଫାଇନାନ୍ସ ସଂସ୍ଥା ମୁଖ୍ୟ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛତିଶଗଡ଼ର ଜଣେ ଯୁବତୀଙ୍କୁ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତକୁ ଗିରଫ କରିଛି ଲକ୍ଷ୍ମୀସାଗର ପୋଲିସ । ସୂଚନା ଅନୁଯାୟୀ, ଛତିଶଗଡ଼ର ଜଣେ ଯୁବତୀ ସତ୍ୟ ମାଇକ୍ରୋ…

ବିଭିନ୍ନ ପୌର ସଂସ୍ଥା ପାଇଁ ଅନେକ ଉର୍ଣ୍ଣତ୍ତି ମୂଳକ କାର୍ଯ୍ୟକ୍ରମ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ୱାୟତ୍ତ ଶାସନ ଦିବସ ଅବସରରେ ସହରାଞ୍ଚଳ ବାସୀଙ୍କୁ ଉପହାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସହରାଞ୍ଚଳର ସମସ୍ତ ୱାର୍ଡରେ ଖୋଲାଯିବ ୱାର୍ଡ ଅଫିସ । ୱାର୍ଡର ଉର୍ଣ୍ଣତ୍ତି ମୂଳକ କାର୍ଯ୍ୟର ତଦାରଖ କରିବ ଏହି ୱାର୍ଡ ଅଫିସ । ଏହି ଅଫିସ ଗୁଡିକରେ ଜଣେ…

ବାଳକୃଷ୍ଣ ମହାପାତ୍ର ହେଲେ ରାଜ୍ୟ ସୂଚନା କମିଶନର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ନୂତନ ସୂଚନା କମିଶନର ଭାବେ ପୂର୍ବତନ ଜିଲ୍ଲା ଜଜ୍ ବାଳକୃଷ୍ଣ ମହାପାତ୍ର ଶପଥ ଗ୍ରହଣ କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରାଜଭବନରେ ବାଳକୃଷ୍ଣ ମହାପାତ୍ରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ…