Browsing Tag

Odisha

ସେପ୍ଟେମ୍ବର ୧ ଯାଏଁ ବଢିଲା ଆଶିଂକ ଲକଡାଉନ୍‌

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଅଗଷ୍ଟ ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍‌ ଜାରି କରାଯାଇଛି । ଅଗଷ୍ଟ ଗାଇଡଲାଇନ୍‌ ନେଇ ସୂଚନା ଜାରି କରିଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । କଟକ ଏବଂ ଭୁବନେଶ୍ବରରେ ସ୍ଥିତି ଏତେଟା ଉଦବେଗଜନକ ନୁହେଁ । ରାଜ୍ୟର ୨୭ ଜିଲ୍ଲାରେ ସଂକ୍ରମଣ ନଗଣ୍ୟ ରହିଛି ।…

‘ୱାଜା ଇଣ୍ଡିଆ’ ଓଡ଼ିଶାର ଅଧ୍ୟକ୍ଷା ମନୋନୀତ ହେଲେ ଡ. ଇତି ସାମନ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜାତୀୟସ୍ତରରେ ଲେଖକ-ସାମ୍ବାଦିକଙ୍କ ପ୍ରଥମ ମିଳିତ ମଞ୍ଚ ‘Writers and Journalist Association’ (WAJA India) ଓଡ଼ିଶା ପ୍ରଦେଶର ଅଧ୍ୟକ୍ଷାଭାବେ ବିଶିଷ୍ଟ ଲେଖିକା, ସାମ୍ବାଦିକା, ସମାଜସେବୀ, ଉଦ୍ୟୋଗୀ ତଥା ‘କାଦମ୍ବିନୀ’ ସମ୍ପାଦିକା ଡ. ଇତି ସାମନ୍ତ ମନୋନୀତ…

ରାଜ୍ୟର ସମସ୍ତ ଜିଲ୍ଲାରେ ୧୬ ଜୁଲାଇ ଯାଏଁ ବଢ଼ିଲା ଲକ୍‌ଡାଉନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ପୁଣି ବଢ଼ିଲା ଲକ୍‌ଡ଼ାଉନ। ମୁଖ୍ୟ ଶାସନ ସଚିବ ସୁରେସ ମହାପାତ୍ରଙ୍କ ପ୍ରେସ୍‌ ମିଟରେ ଆଜି ଏହି ଘୋଷଣା କରିଛନ୍ତି। ୧୬ ଜୁଲାଇ ସକାଳ ୬ ଯାଏଁ ରାଜ୍ୟରେ ଆଂସିକ ଲକ୍‌ଡ଼ାଉନ । କାଟାଗୋରୀ ଏ ରେ ୨୦ ଜିଲ୍ଲା ଏବଂ କାଟେଗୋରୀ ବି ରେ ୧୦ ଜିଲ୍ଲା ରହିଛି। ତେବେ…

ରାଜ୍ୟରେ ମୁଣ୍ଡପିଛା ୨୩,୫୨୪ ଟଙ୍କା ଋଣ : ମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟର ଜାନୁଆରୀ ମାସ ଶେଷ ସୁଦ୍ଧା ମୁଣ୍ଡପିଛା ଋଣଭାର ୨୩,୫୨୪.୮୨ ଟଙ୍କା ରହିଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ସୂଚନା ଦେଇଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦୦୯-୧୦ ଆର୍ଥିକ ବର୍ଷରେ ମୁଣ୍ଡପିଛା ଋଣଭାର ୯,୧୮୦.୦୬ ଥିଲା। ତେବେ ୨୦୨୦-୨୧…

ରବିବାର ଠାରୁ ପୁଣି ଥରାଇବା ଜାଡ଼

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲେଉଟିଲା ପୁଣି ଜାଡ଼। ଆସନ୍ତାକାଲି ଠାରୁ ଜାରି ରହିବ ଶୀତ ଲହରୀ । ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍‌ କମିପାରେ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଶନିବାର କେନ୍ଦୁଝର, ମୟୂରଭଞ୍ଜରେ ହାଲୁକା ବର୍ଷା ହୋଇପାରେ ।…

ରାଜ୍ୟରେ ଚିହ୍ନଟ ହେଲେ ୩୪୯୦ କରୋନା ସଂକ୍ରମିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ଆଜି ୩୪୯୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୧୩୮୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆ ଯାଇଛି । ଚିହ୍ନଟ ହୋଇଥିବା…

୬ଷ୍ଠ କୃଷି କ୍ୟାବିନେଟ୍ ବୈଠକ : ଚାଷୀଙ୍କୁ ମିଳିବ ପର୍ଯ୍ୟାପ୍ତ ୟୁରିଆ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ଚାଷୀଙ୍କୁ ପର୍ଯ୍ୟାପ୍ତ ପରିମାଣର ୟୁରିଆ ଯୋଗାଇ ଦେବାକୁ ବସିଥିବା ୬ଷ୍ଠ କୃଷି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକର ନିଷ୍ପତ୍ତି ସଂକ୍ରାନ୍ତରେ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇ କହିଛନ୍ତି, ଖରିଫ୍ ପ୍ରସ୍ତୁତି ସମ୍ପର୍କରେ ବୈଠକରେ ବିସ୍ତୃତ…

ରାଜ୍ୟ ସରକାରଙ୍କ ଅନଲକ୍ ୪.୦: ହଟିଲା ରାତ୍ରକାଳୀନ କର୍ଫ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟ ସରକାର ଅନଲକ୍ ୪.୦ ପାଇଁ ଗାଇଡଲାଇନ ଜାରି କରିଛନ୍ତି। ଅବରୋଧ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଲକଡାଉନକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।ହେଲେ କଣ୍ଟେନମେଣ୍ଟ ଜୋନ ବାହାରେ ଲକଡାଉନ ଲାଗୁ ହେବନାହିଁ। ସେହିପରି ରାଜ୍ୟର କେତେକ ଜିଲ୍ଲା ଓ…

ଏବେବି ପାଣି ଘେରରେ ୩୪୦ ଗାଁ, ୨ ଲକ୍ଷ ୬୫ ହଜାର ଜଳବନ୍ଦୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡ଼ିଶାରେ ବନ୍ୟା ଯୋଗୁଁ ୨୦ଟି ଜିଲ୍ଲା ପ୍ରଭାବିତ ହୋଇଛି । ଏଥିରେ ୧୪ ଲକ୍ଷ ୩୨ ହଜାର ୭୦୧ଜଣ ପ୍ରଭାବିତ ହୋଇଛନ୍ତି। ୩୪୦ଟି ଗାଁ ଏବେ ସୁଦ୍ଧା ପାଣି ଘେରରେ ରହିଛି। ୨ ଲକ୍ଷ ୬୫ ହଜାର ୭୨୩ଜଣ ଜଳବନ୍ଦୀ ଅଛନ୍ତି। ମହାନଦୀ ବନ୍ୟା ପ୍ରକୋପରେ ଆହୁରି ଅନେକ ଅଞ୍ଚଳ ଜଳମଗ୍ନ…

କରୋନା ଆରୋଗ୍ୟ ତାଲିକାରେ ଓଡିଶାର ସ୍ଥାନ ୧୧

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନାକୁ ପ୍ରତିହତ କରିବା ପାଇଁ ବିଶ୍ୱର ସମସ୍ତ ଦେଶ ଆପ୍ରାଣେ ଚେଷ୍ଟା ଜାରିରଖିଛନ୍ତି। ଏହି କ୍ଷେତ୍ରରେ ଭାରତ ମଧ୍ୟ ଉଦ୍ୟମ ଜାରି ରଖିଛି। ତେବେ ମହାମାରୀ କରୋନାରୁ ଆରୋଗ୍ୟ କ୍ଷେତ୍ରରେ ଟପ୍ ୧୫ ରାଜ୍ୟ ତାଲିକା ପ୍ରକାଶ ପାଇଛି । କରୋନା ସଂକ୍ରମଣରୁ ଆରୋଗ୍ୟ…