ଫନି ପୁନରୁଦ୍ଧାର ପାଇଁ ଓଡ଼ିଶାକୁ ୩,୩୩୮ କୋଟିର ସହାୟତା ଦେବେ କେନ୍ଦ୍ରସରକାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଫନି ପୁନରୁଦ୍ଧାର ପାଇଁ ଓଡ଼ିଶାକୁ ୩,୩୩୮.୨୨ କୋଟିର ସହାୟତା ଦେବେ କେନ୍ଦ୍ରସରକାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଜାତୀୟ ବିପର୍ଯ୍ୟୟ ପାଣ୍ଠି (ଏନଡିଆରଏଫ୍)ରୁ ଏହି ସହାୟତା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।…