ଓଡିଶାର ୪ଟି ସହରାଞ୍ଚଳକୁ ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସହରାଞ୍ଚଳକୁ ସଫା ସୁତରା ରଖିବା ସହ ଉତ୍ତମ ପୌର ସେବା ଯୋଗାଇ ଦେବା ଲାଗି ଓଡିଶାର ୪ଟି ସହରାଞ୍ଚଳକୁ ସ୍ବଚ୍ଛ ସର୍ବେକ୍ଷଣ ପୁରସ୍କାର ପ୍ରଦାନ କରାଯାଇଛି । ସେହି ସହରାଞ୍ଚଳଗୁଡିକ ହେଲା ପାରାଦୀପ, ଯାଜପୁର, କରଞ୍ଜିଆ ଏବଂ ତରଭା । ଏହି ଉପଲକ୍ଷେ କେନ୍ଦ୍ର ସହରୀ ଆବାସ…