Browsing Tag

Odisha receives ‘Disaster Prevention Award’ for Disaster Management

ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାକୁ ମିଳିଵ ‘ଆପଦ ପ୍ରବନ୍ଧନ ପୁରସ୍କାର’

ବିପର୍ଯ୍ୟୟ ପରିଚାଳନାରେ ଓଡିଶା ସର୍ବୋତ୍କୃଷ୍ଟ ପାରଦର୍ଶିତା ପଦର୍ଶନ କରିଛି। ସେଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓସ୍‌ଡିଏମଏ)କୁ ଶୁକ୍ରବାର 'ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରସ୍କାର-୨୦୨୩' ମିଳିବା ନେଇ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…