Browsing Tag

odisha police

ପୋଲିସ ସଂଘର ସଙ୍ଗଠନ ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ତ?

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ): ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ଅମାନବୀୟ ନିର୍ଯାତନା ଘଟଣାକୁ ନେଇ ଓଡ଼ିଶା ପୋଲିସର ସଙ୍ଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଯେଉଁଥିରେ ସେ ପୋଲିସ କର୍ମଚାରୀଙ୍କ ବିରୋଧରେ…

ଦୁର୍ବୃତ୍ତ ମାନଙ୍କୁ ଗୋଡ଼ାଇ ଧରୁଛି ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ୍, ୧୦ଦିନରେ ଗିରଫ ହେଲେଣି ୩,୪୮୮ ୱାରେଣ୍ଟି

ଦୁର୍ବୃତ୍ତ ମାନଙ୍କୁ ଗୋଡ଼ାଇ ଧରୁଛି ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ୍। ୧୦ଦିନରେ ଗିରଫ ହେଲେଣି ୩ ହଜାର ୪୮୮ ୱାରେଣ୍ଟି। ଖାଲି ସେତିକି ନୁହେଁ ଫେରାର ୩ ହଜାର ୪୮୮ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ଓଡ଼ିଶା ପୋଲିସ। ନଭେମ୍ବର ୫ରୁ ୧୪ ଯାଏ ଏହି ସ୍ପେଶାଲ ଡ୍ରାଇଭ ହୋଇଥିଲା। ଗିରଫଙ୍କ…

ମାସ୍କ ପିନ୍ଧି ନ ଥିବାରୁ ଅବସରପ୍ରାପ୍ତ ଯବାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ୍

ଅବସରପ୍ରାପ୍ତ ଯବାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ । କେନ୍ଦ୍ରାପଡା ସହର ତିନିମୁହାଣୀ ଠାରେ ଟାଉନ ଥାନା ପକ୍ଷରୁ ମାସ୍କ ଚେକିଂ ହେଉଥିଲା। କଲେଜ ଛକରେ ଅବସରପ୍ରାପ୍ତ ଯବାନ ପରିବାର ସହ ଫେରୁଥିଲେ । ଠିକ୍‌ ଭାବରେ ମାସ୍କ ପିନ୍ଧି ନ ଥିବାରୁ ପୋଲିସ ଫାଇନ କାଟିଥିଲା । ଯବାନ ଫାଇନ ଦେଇ ଆସିଥିଲେ ।…

ପୁଲିସକୁ ଘାରିଲା ଫିଟନେସ୍ ଚିନ୍ତା : ମାସକ ମଧ୍ୟରେ ସମସ୍ତ କର୍ମଚାରୀଙ୍କୁ ପେଟ କମାଇବାକୁ କହିଲେ ପୁଲିସ କମିସନର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ସମୟରେ କମିସନରେଟ୍ ପୁଲିସକୁ ଘାରିଲାଣି ଫିଟନେସ୍ ଚିନ୍ତା । କମିସନରେଟ୍ ପୁଲିସର ସମସ୍ତ କାର୍ଯ୍ୟକର୍ତ୍ତା ନିଜକୁ ଫିଟ୍ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ମାସକ ମଧ୍ୟରେ କମିସନରେଟ୍ ପୁଲିସର ସମସ୍ତ କର୍ମକର୍ତ୍ତାଙ୍କୁ ପେଟ…

ଓଡ଼ିଶା ପୁଲିସକୁ ବଡ଼ ସଫଳତା : ମାଓ ଶିବିର ଧ୍ବଂସ, ବିପୁଳ ମାଓ ସାମଗ୍ରୀ ଜବତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡ଼ିଶା ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ପୋଲିସ ଡିଜିପି ଅଭୟଙ୍କ ନିର୍ଦ୍ଦେଶ ଏବଂ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ଗୀତା ସିଂହଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସଓଜି ଗ୍ରୁପ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ସମରବନ୍ଧା ଜଙ୍ଗଲରେଥିବା ଏକ ମାଓବାଦୀ…

ଘୋର ଷଡଯନ୍ତ୍ର, ପାରଦା ପଛର ନାୟକ କିଏ ?

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ବଦଳିକୁ ନେଇ ବଦନାମ କରି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ କରାଯାଉଛି ଷଡ଼ଯନ୍ତ୍ର । କିଛି ଡିଜିଟାଲ ମିଡ଼ିଆରେ ଡିଜିଙ୍କ ବିରୋଧରେ ଖବର ପ୍ରକାଶ କରାଯାଇଛି । ସ୍ୱଚ୍ଛ ଓ…

ଏଥର ନିର୍ବାଚନର ଅସ୍ତ୍ର ହୋଇଛନ୍ତି ସିବିଆଇ ଓ ଓଡ଼ିଶା ପୋଲିସ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନ ଯେତିକି ନିକଟତର ହେଉଛି ରାଜନୈତିକ ଦଳ ନିଜ ନିଜର ସ୍ଥିତିକୁ ସୁଦୃଢ କାରିବାକୁ ବ୍ରହ୍ମ।ସ୍ତ୍ର ପ୍ରୟୋଗ କରିବା ଆରମ୍ଭ କଲେଣି । ଏହିପରି ଏକ ଘଟଣା ରାଜଧାନୀରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କେନ୍ଦ୍ରସରକାର ରାଜ୍ୟ ସରକାରଙ୍କୁ ନିଜ ଅଧୀନରେ…

ପରିବାର କୁ ନେଇ ଚିନ୍ତାରେ ପୋଲିସ ଅଧକାରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ପୋଲିସ ଅଧିକାରୀ ସ୍ପେଶାଲ ସ୍କ୍ୱାର୍ଡ ଏସିପି ସଞ୍ଜୀବ ଶତପଥୀ ଙ୍କ ପୁଅର ଦୁର୍ଘଟଣା ବଶତଃ ମୃତ୍ୟୁ ପରେ ସମସ୍ତ ପୋଲିସ ଅଧିକାରୀ ଏକପ୍ରକାର ସ୍ତବ୍ଧ ହୋଇପଡିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯେତେ ବୁଝାଇଲେ ମଧ୍ୟ ମନ ବୁଝୁନାହିଁ । କାରଣ ପରିବାର ପ୍ରତି…

ଆନ୍ଦୋଳନକାରୀଙ୍କୁ ଝଟକା, ସରକାରୀ ସମ୍ପତ୍ତି ନଷ୍ଟ କଲେ ହେବ କାର୍ଯ୍ୟାନୁଷ୍ଠାନ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): କୌଣସି ଆନ୍ଦୋଳନ ସମୟରେ ସରକାରୀ ସମ୍ପତ୍ତି ଭଙ୍ଗାରୁଜା କଲେ ହେବ କାର୍ଯ୍ୟାନୁଷ୍ଠାନ । ଆଗକୁ ଆନ୍ଦୋଳନ କିମ୍ବା ଧାରଣା ସମୟରେ ଯଦି କେହି ସରକାରୀ ସମ୍ପତ୍ତି ଭାଙ୍ଗେ କିମ୍ବା ନଷ୍ଟ କରେ ତେବେ କଡ଼ା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ । ସୂଚନା…