ଗୁଜୁରାଟରୁ ଗଞ୍ଜାମ ଫେରିଲା ପାର୍ଥିବଶରୀର; ଯାତାୟତ ସହାୟତା ଯୋଗାଇ ଦେଲା ଓଡ଼ିଶା ମୋ ପରିବାର
ଓଡିଶା ଫାଷ୍ଟ ବ୍ୟୁରୋ: ଅର୍ଥ ଅଭାବରୁ ହୋଇ ପାରୁନଥିଲା ଅସ୍ତ୍ରୋପଚାର, ଓଡ଼ିଶା ମୋ ପରିବାର ସହାୟତାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଅସ୍ତ୍ରୋପଚାର ସଫଳ ହୋଇଥିଲା କିନ୍ତୁ ଭାଗ୍ୟର ବିଡ଼ମ୍ବନା, ସବୁ ଚେଷ୍ଟା ସତ୍ତ୍ଵେ ରାମ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ପର ମୁହୂର୍ତ୍ତରେ…